୮୦ ଏକର ଜମିରେ କରିଥିଲେ ଗଞ୍ଜେଇ ଚାଷ

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଞ୍ଚଳରେ ୮୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୁଲିସ୍‌। ମିଳିଥିବା ସୂଚନା ଅନୁସାରେ, ଡବିଲାକା ଜଙ୍ଗଲର ବନଦୁର୍ଗା ମନ୍ଦିର ଅଞ୍ଚଳରେ ୮୦ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ପୁଲିସ ଖବର ପାଇଥିଲା। ଗତକାଲି ପୁଲିସ ଟିମ୍‌ ଚଢଉ କରି ଗଞ୍ଜେଇ ଗଛଗୁଡ଼ିକୁ କାଟି ପୋଡ଼ି ଦେଇଥିଲା। ଏଭଳି ଅଭିଯାନ ଆଗକୁ ଜାରି ରହିବ ବୋଲି ବୌଦ୍ଧ ଏସ୍‌ପି କହିଛନ୍ତି।

ganja

Tapaswini Nayak
  • Published: Thursday, 12 November 2020
  • , Updated: 12 November 2020, 11:48 AM IST

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଞ୍ଚଳରେ ୮୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୁଲିସ୍‌।

ମିଳିଥିବା ସୂଚନା ଅନୁସାରେ, ଡବିଲାକା ଜଙ୍ଗଲର ବନଦୁର୍ଗା ମନ୍ଦିର ଅଞ୍ଚଳରେ ୮୦ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ପୁଲିସ ଖବର ପାଇଥିଲା। ଗତକାଲି ପୁଲିସ ଟିମ୍‌ ଚଢଉ କରି ଗଞ୍ଜେଇ ଗଛଗୁଡ଼ିକୁ କାଟି ପୋଡ଼ି ଦେଇଥିଲା। ଏଭଳି ଅଭିଯାନ ଆଗକୁ ଜାରି ରହିବ ବୋଲି ବୌଦ୍ଧ ଏସ୍‌ପି କହିଛନ୍ତି।

Related story