ଗୌତମ ଦାସ ଓଡ଼ିଶା ଜେଇଇ-ଆଡଭାନ୍ସ ଟପ୍ପର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବାଲେଶ୍ୱରର ଛାତ୍ର ଗୌତମ ଦାସ ଚଳିତବର୍ଷ ଓଡ଼ିଶା ଜେଇଇ-ଆଡଭାନ୍ସଡ୍ ଟପ୍ପର ହୋଇଛନ୍ତି। ଶୁକ୍ରବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ(ଏନଟିଏ) ପକ୍ଷରୁ ରେଜଲ୍ଟ ଘୋଷଣା ହୋଇଛି। ଗୌତମ ସର୍ବଭାରତୀୟସ୍ତରରେ ୧୧୫ତମ ର‌୍ୟାଙ୍କ୍ ରଖିଥିବାବେଳେ ଓଡ଼ିଶା ଟପ୍ପର ହୋଇଛନ୍ତି। ଏନଟିଏ ଦ୍ୱାରା ଜାରି ସୂଚନା ଅନୁସାରେ ଜେଇଇ(ମେନ)-୨୦୨୧ ପ୍ରଥମ ପେପର ପରୀକ୍ଷାରେ ଗୌତମ ୯୯.୯୯୯ ଏନଟିଏ ସ୍କୋର ରଖିଛନ୍ତି ଓ ଜେଇଇ(ମେନ)-୨୦୨୧(ଫେବୃୟାରୀ ସେସନ) ଟପ୍ପର ହୋଇଥିଲେ। ସେ ମଧ୍ୟ ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ(ଏନଇଏସଟି)-୨୦୨୧ରେ ଷ୍ଟେଟ ର‌୍ୟାଙ୍କରେ […]

Goutam-Das

Goutam-Das

Ordigital Desk
  • Published: Friday, 15 October 2021
  • Updated: 15 October 2021, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବାଲେଶ୍ୱରର ଛାତ୍ର ଗୌତମ ଦାସ ଚଳିତବର୍ଷ ଓଡ଼ିଶା ଜେଇଇ-ଆଡଭାନ୍ସଡ୍ ଟପ୍ପର ହୋଇଛନ୍ତି। ଶୁକ୍ରବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ(ଏନଟିଏ) ପକ୍ଷରୁ ରେଜଲ୍ଟ ଘୋଷଣା ହୋଇଛି। ଗୌତମ ସର୍ବଭାରତୀୟସ୍ତରରେ ୧୧୫ତମ ର‌୍ୟାଙ୍କ୍ ରଖିଥିବାବେଳେ ଓଡ଼ିଶା ଟପ୍ପର ହୋଇଛନ୍ତି।

ଏନଟିଏ ଦ୍ୱାରା ଜାରି ସୂଚନା ଅନୁସାରେ ଜେଇଇ(ମେନ)-୨୦୨୧ ପ୍ରଥମ ପେପର ପରୀକ୍ଷାରେ ଗୌତମ ୯୯.୯୯୯ ଏନଟିଏ ସ୍କୋର ରଖିଛନ୍ତି ଓ ଜେଇଇ(ମେନ)-୨୦୨୧(ଫେବୃୟାରୀ ସେସନ) ଟପ୍ପର ହୋଇଥିଲେ। ସେ ମଧ୍ୟ ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ(ଏନଇଏସଟି)-୨୦୨୧ରେ ଷ୍ଟେଟ ର‌୍ୟାଙ୍କରେ ଟପ୍ପର ଥିଲେ ଓ ସର୍ବଭାରତୀୟ ର‌୍ୟାଙ୍କରେ ଷଷ୍ଠତମ ସ୍ଥାନରେ ରହିଥିଲେ। ସେ ସିବିଏସଇ ବୋର୍ଡରେ ଦ୍ୱାଦଶ ଶ୍ରେଣୀରେ ୯୮.୬% ନମ୍ବର ରଖିଥିଲେ।

ଗୌତମ ବାଲେଶ୍ୱରର ଛାତ୍ର ହୋଇଥିବାବେଳେ ଓଡ଼ିଆ ମିଡିୟମ ସ୍କୁଲରୁ ଦଶମ ପରୀକ୍ଷା ପାସ କରିବାପରେ ସେ ଦ୍ୱାଦଶରେ ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ନାମ ଲେଖାଇଥିଲେ। ଗୌତମ ମୁମ୍ବାଇ ଆଇଆଇିରେ କମ୍ପ୍ୟୁଟର ସାଇନ୍ସରେ ଗ୍ରାଜୁଏଟ ହୋଇ ଆଇଏଏସ୍ ହେବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ପିତା ରବିନ୍ଦ୍ର ଦାସ ଜଣେ ବ୍ୟବସାୟୀ ହୋଇଥିବାବେଳେ ମା’ ଗୃହିଣୀ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜାତୀୟସ୍ତରରେ ମ୍ରିଦୁଲ ଅଗ୍ରୱାଲ ଏଣ୍ଟ୍ରାନ୍ସ ପରୀକ୍ଷାରେ ୩୬୦ରୁ ୩୪୮ ନମ୍ବର(୯୬.୬୬%) ରଖି ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story