ବଦଳିଲା ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ କିରୀଟ

<p>ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମଥାରେ ଲାଗିଲା ସୁବର୍ଣ୍ଣ କିରୀଟ। ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମା&rsquo;ଲକ୍ଷ୍ମୀଙ୍କ ମଥାରେ ସୁବର୍ଣ୍ଣ କିରୀଟ ଲଗାଯାଇଛି।&nbsp; ୭୫୫ ଗ୍ରାମ ଓଜନର ସୁବର୍ଣ୍ଣ କିରୀଟ ମା&rsquo;ଙ୍କ ମଥାରେ ଶୋଭା ପାଉଛି। କିରୀଟ ସ୍ଥାପନ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରସାସକ, ଜିଲ୍ଲାପାଳ ଏବଂ ଏସ୍&zwnj;ପିଙ୍କ ସମେତ ମା&rsquo;ଲକ୍ଷ୍ମୀଙ୍କ ମନ୍ଦିରର ସେବାୟତମାନେ ଉପସ୍ଥିତ ଥିଲେ।</p> <p>ବହୁଦିନ ହେବ ମହାଲକ୍ଷ୍ମୀଙ୍କ କିରୀଟ ବଦଳାଇବାକୁ ଦାବି ହୋଇ ଆସୁଥିଲା ଦୀର୍ଘ ୬ମାସ ହେବ ପୁରୁଣା କିରୀଟ ମରାମତି କରାଯାଇ ମା&rsquo;ଙ୍କ ମଥାରେ ଲଗାଯାଇଥିଲା। ଗତକାଲି ରାତି ସାଢେ ୯ଟାରେ ମା&rsquo;ଙ୍କ ମଥାରେ ନୂଆ କିରୀଟ ଲାଗାଯାଇଛି। କେବଳ ସୁନାରେ ଏହି କିରୀଟ ତିଆରି ହୋଇଛି। ଏଥିରେ ବିଭିନ୍ନ ରଙ୍ଗର ଷ୍ଟୋନ ମଧ୍ୟ ଲଗାଯାଇଛି।</p>

Ordigital Desk
  • Published: Thursday, 19 April 2018
  • Updated: 19 April 2018, 08:57 AM IST

Sports

Latest News

<p>ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମଥାରେ ଲାଗିଲା ସୁବର୍ଣ୍ଣ କିରୀଟ। ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମା&rsquo;ଲକ୍ଷ୍ମୀଙ୍କ ମଥାରେ ସୁବର୍ଣ୍ଣ କିରୀଟ ଲଗାଯାଇଛି।&nbsp; ୭୫୫ ଗ୍ରାମ ଓଜନର ସୁବର୍ଣ୍ଣ କିରୀଟ ମା&rsquo;ଙ୍କ ମଥାରେ ଶୋଭା ପାଉଛି। କିରୀଟ ସ୍ଥାପନ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରସାସକ, ଜିଲ୍ଲାପାଳ ଏବଂ ଏସ୍&zwnj;ପିଙ୍କ ସମେତ ମା&rsquo;ଲକ୍ଷ୍ମୀଙ୍କ ମନ୍ଦିରର ସେବାୟତମାନେ ଉପସ୍ଥିତ ଥିଲେ।</p><p>ବହୁଦିନ ହେବ ମହାଲକ୍ଷ୍ମୀଙ୍କ କିରୀଟ ବଦଳାଇବାକୁ ଦାବି ହୋଇ ଆସୁଥିଲା ଦୀର୍ଘ ୬ମାସ ହେବ ପୁରୁଣା କିରୀଟ ମରାମତି କରାଯାଇ ମା&rsquo;ଙ୍କ ମଥାରେ ଲଗାଯାଇଥିଲା। ଗତକାଲି ରାତି ସାଢେ ୯ଟାରେ ମା&rsquo;ଙ୍କ ମଥାରେ ନୂଆ କିରୀଟ ଲାଗାଯାଇଛି। କେବଳ ସୁନାରେ ଏହି କିରୀଟ ତିଆରି ହୋଇଛି। ଏଥିରେ ବିଭିନ୍ନ ରଙ୍ଗର ଷ୍ଟୋନ ମଧ୍ୟ ଲଗାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos