ଲାଇନଚ୍ୟୁତ୍‌ ହେଲା ମାଲବାହୀ ଟ୍ରେନ୍

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ-ଜୟପୁର ମଝିରେ  ମାନବାର ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଛି। ଏଥିଯୋଗୁ ଟ୍ରେନ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଛି। ଛତିଶଗଡ଼ କିରଣ୍ଡୁଲରୁ ବିଶାଖାପାଟଣା ଅଭିମୁଖେ ଟ୍ରେନ୍‌ଟି ଯାଉଥିବା ବେଳେ  ତାହାର ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଛି।  ଲାଇନ୍‌ଚ୍ୟୁତର କାରଣ ଅସ୍ପଷ୍ଟ ଥିବା ବେଳେ ଉଦ୍ଧାର କାମ ଜାରି ରହିଛି।

train

train

Niharika Rout
  • Published: Tuesday, 10 November 2020
  • Updated: 10 November 2020, 08:36 AM IST

Sports

Latest News

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ-ଜୟପୁର ମଝିରେ  ମାନବାର ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଛି। ଏଥିଯୋଗୁ ଟ୍ରେନ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଛି।

ଛତିଶଗଡ଼ କିରଣ୍ଡୁଲରୁ ବିଶାଖାପାଟଣା ଅଭିମୁଖେ ଟ୍ରେନ୍‌ଟି ଯାଉଥିବା ବେଳେ  ତାହାର ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଛି।  ଲାଇନ୍‌ଚ୍ୟୁତର କାରଣ ଅସ୍ପଷ୍ଟ ଥିବା ବେଳେ ଉଦ୍ଧାର କାମ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos