ଜୋରଦାର ବିରୋଧ ପରେ ବଦଳିଲା ମଦ ବିକ୍ରି ସମୟ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିଲା ମଦ ବିକ୍ରି ନିଷ୍ପତ୍ତି। ହକି ବିଶ୍ୱକପ୍ ସମୟରେ ମଦ ବିକ୍ରି ସମୟ ନିର୍ଘଣ୍ଟ ନିଷ୍ପତ୍ତିକୁ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଏହି ସୂଚନା ଦେଇଛନ୍ତି। ଜୋରଦାର ବିରୋଧ ପରେ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ଅବକାରୀ ମନ୍ତ୍ରୀ କହିଛନ୍ତି,“ ଅନ୍ ସପ୍‌ରେ ରାତି ୧.୩୦ ଯାଏ ମଦ ବିକ୍ରି ନିଷ୍ପତ୍ତି ଅନିଚ୍ଛାକୃତ ତ୍ରୁଟିଥିଲା। ରାତି ୧.୩୦ ଯାଏ କେବଳ ବାର୍ ଓ ରେଷ୍ଟୁରାଣ୍ଟରେ ମଦ ବିକ୍ରି ହେବ। ରାତି […]

shashi

shashi

Jitendra Garnayak
  • Published: Monday, 26 November 2018
  • Updated: 26 November 2018, 12:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିଲା ମଦ ବିକ୍ରି ନିଷ୍ପତ୍ତି। ହକି ବିଶ୍ୱକପ୍ ସମୟରେ ମଦ ବିକ୍ରି ସମୟ ନିର୍ଘଣ୍ଟ ନିଷ୍ପତ୍ତିକୁ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଏହି ସୂଚନା ଦେଇଛନ୍ତି।

ଜୋରଦାର ବିରୋଧ ପରେ ସରକାର ନିଷ୍ପତ୍ତି ବଦଳାଇଛନ୍ତି।

ଅବକାରୀ ମନ୍ତ୍ରୀ କହିଛନ୍ତି,“ ଅନ୍ ସପ୍‌ରେ ରାତି ୧.୩୦ ଯାଏ ମଦ ବିକ୍ରି ନିଷ୍ପତ୍ତି ଅନିଚ୍ଛାକୃତ ତ୍ରୁଟିଥିଲା। ରାତି ୧.୩୦ ଯାଏ କେବଳ ବାର୍ ଓ ରେଷ୍ଟୁରାଣ୍ଟରେ ମଦ ବିକ୍ରି ହେବ। ରାତି ୧.୩୦ ଯାଏ ଅନ୍ ସପ୍‌ରେ ମଦ ବିକ୍ରି ହେବନି।”

ରାତି ଦେଢ଼ଟା ଯାଏ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ କରି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଆଜି ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସରକାରଙ୍କ ମଦ ରାଜସ୍ୱ ପ୍ରୀତି: ବଢ଼ାଇଲେ ବିକ୍ରି ସମୟ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story