ରଙ୍ଗର ପର୍ବ ହୋଲିରେ ପଡ଼ିଲା ରକ୍ତର ଛିଟା!

ଆନନ୍ଦକପୁର/ସୋର(ମୁନ୍ନା/ନିରଞ୍ଜନ): ରଙ୍ଗର ପର୍ବ ହୋଲିରେ ପଡ଼ିଛି ରକ୍ତର ଛିଟା! ଆନନ୍ଦର ପର୍ବ ହୋଲିରେ ହୋଇଛି ରକ୍ତାକ୍ତ ସଂଘର୍ଷ। ପୃଥକ୍‌ ପୃଥକ୍‌ ସ୍ଥାନରେ ଘଟିଥିବା ଗଣ୍ଡଗୋଳରେ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ଦୁଇ ଜଣ ଗୁରୁର ଆହତ ହୋଇ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ହୋଲି ଅବସରରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳ ଗଡ଼ବାନ୍ଧଗୋଡ଼ା ଗାଁରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ଆଜି ସକାଳେ ଗୋଟିଏ ଗୋଷ୍ଠୀର ଲୋକମାନେ ଏକାଠି ରଙ୍ଗ ଖେଳୁଥିବା ବେଳେ […]

Group Clash In Balasore & Keonjhar

Group Clash In Balasore & Keonjhar

Manoranjan Sial
  • Published: Saturday, 19 March 2022
  • Updated: 19 March 2022, 08:44 PM IST

Sports

Latest News

ଆନନ୍ଦକପୁର/ସୋର(ମୁନ୍ନା/ନିରଞ୍ଜନ): ରଙ୍ଗର ପର୍ବ ହୋଲିରେ ପଡ଼ିଛି ରକ୍ତର ଛିଟା! ଆନନ୍ଦର ପର୍ବ ହୋଲିରେ ହୋଇଛି ରକ୍ତାକ୍ତ ସଂଘର୍ଷ। ପୃଥକ୍‌ ପୃଥକ୍‌ ସ୍ଥାନରେ ଘଟିଥିବା ଗଣ୍ଡଗୋଳରେ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ଦୁଇ ଜଣ ଗୁରୁର ଆହତ ହୋଇ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ହୋଲି ଅବସରରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳ ଗଡ଼ବାନ୍ଧଗୋଡ଼ା ଗାଁରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ଆଜି ସକାଳେ ଗୋଟିଏ ଗୋଷ୍ଠୀର ଲୋକମାନେ ଏକାଠି ରଙ୍ଗ ଖେଳୁଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ସେମାନଙ୍କ ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।

ଗୋଷ୍ଠୀ ସଂଘର୍ଷରେ ନିର୍ଦ୍ଧିଷ୍ଟ ଗୋଟିଏ ଗୋଷ୍ଠୀର ୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଆନନ୍ଦପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ରାମଚନ୍ଦ୍ରପୁର ଥାନା ପୁଲିସ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ସମାନ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟତରେ। ରଙ୍ଗଖେଳି ସମୟରେ ଗୋବିନ୍ଦପୁର ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆଜି ସକାଳେ ଗାଁରେ କିଛି ଲୋକ ରଙ୍ଗ ଖେଳୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଆସି ବିରୋଧ କରିଥିଲେ। ଏପରିକି ପାଟିତୁଣ୍ଡ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି।

ଅଭିଯୋଗ ହେଉଛି, ଗାଁର କିଛି ବିଜେପି କର୍ମୀ ରଙ୍ଗ ଖେଳୁଥିବା ବେଳେ ବିଜେଡି ଦଳର କର୍ମୀମାନେ ସେଠାରେ ପହଞ୍ଚି ବିରୋଧ କରିଥିଲେ। ପରେ ଘଟଣା ଉଗ୍ରରୂପ ଧାରଣ କରିଥିଲା। କଥା ଏମିତି ହୋଇଥିଲା ଯେ ହାତାହାତି ସହ ବାଡ଼ିରେ ଆକ୍ରମଣ କରିବା ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story