ରାଜଧାନୀରେ ଛାତ୍ର ଗୋଷ୍ଠୀ ସଂଘର୍ଷ: ଗୁଳି ଜବତ, ପିସ୍ତଲ ଫିଙ୍ଗି ଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଛାତ୍ର ଗୋଷ୍ଠୀ ସଂଘର୍ଷ। ଏକ ପ୍ରତିଷ୍ଠିତ ଇଂଜିନିୟରିଂ କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଛି ଗଣ୍ଡଗୋଳ। ଏହି ଘଟଣାରେ ୨ ଛାତ୍ରଙ୍କ ଠାରୁ ୩ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି। ଗଣ୍ଡଗୋଳ ଖବର ପାଇ କଲେଜରେ ପହଞ୍ଚିଛି ପୁଲିସ। ଗୋଟିଏ ଗୋଷ୍ଠୀର ୨ ଛାତ୍ରଙ୍କୁ ଧରି ଥାନାକୁ ନେଇଛି ପୁଲିସ। ତେବେ ୨ ଛାତ୍ରଙ୍କ ଠାରୁ ୩ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି। ଅନ୍ୟପଟେ ପିସ୍ତଲକୁ ଛାତ୍ର ଫିଙ୍ଗି ଦେଇଥିବା […]

40-1

Tapas Behera
  • Published: Wednesday, 26 June 2019
  • , Updated: 28 May 2020, 11:31 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଛାତ୍ର ଗୋଷ୍ଠୀ ସଂଘର୍ଷ। ଏକ ପ୍ରତିଷ୍ଠିତ ଇଂଜିନିୟରିଂ କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଛି ଗଣ୍ଡଗୋଳ। ଏହି ଘଟଣାରେ ୨ ଛାତ୍ରଙ୍କ ଠାରୁ ୩ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି। ଗଣ୍ଡଗୋଳ ଖବର ପାଇ କଲେଜରେ ପହଞ୍ଚିଛି ପୁଲିସ।

ଗୋଟିଏ ଗୋଷ୍ଠୀର ୨ ଛାତ୍ରଙ୍କୁ ଧରି ଥାନାକୁ ନେଇଛି ପୁଲିସ। ତେବେ ୨ ଛାତ୍ରଙ୍କ ଠାରୁ ୩ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି। ଅନ୍ୟପଟେ ପିସ୍ତଲକୁ ଛାତ୍ର ଫିଙ୍ଗି ଦେଇଥିବା ପୁଲିସ ସୂଚନା ଦେଇଛି।

Related story