ଅଫିସରେ କିନ୍ନର କର୍ମଚାରୀଙ୍କ ସହ ଭେଦଭାବ ଏଣିକି ମହଙ୍ଗା ପଡ଼ିବ, ସରକାର ଜାରି କଲେ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଅଫିସରେ କିନ୍ନର କର୍ମଚାରୀଙ୍କ ସହ ଭେଦଭାବ କରିବା ମହଙ୍ଗା ପଡ଼ିବ। କିନ୍ନର କର୍ମଚାରୀଙ୍କ ସହ ଅଫିସରେ କୌଣସି ପ୍ରକାରର ଭେଦଭାବକୁ ଚାକିରି ସର୍ତ୍ତାବଳୀ ଆଚରଣର ଉଲ୍ଲଘଂନ ଭାବେ ବିଚାରକୁ ନେଇ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି କିନ୍ନରଙ୍କ ପ୍ରତି ଭେଦଭାବକୁ ଏଡ଼ାଇବା ଓ ସେମାନଙ୍କର ଅଭିଯୋଗ ଶୁଣିବା ପାଇଁ ପ୍ରତ୍ୟେକ କାର୍ଯ୍ୟାଳୟରେ ଜଣେ ଲେଖାଏଁ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ କ୍ଷମତା ପ୍ରଦାନ କରିବାକୁ ରାଜ୍ୟ ସରକାର ସମସ୍ତ ବିଭାଗକୁ ନିର୍ଦ୍ଦେଶ […]

odisha-secretariat

odisha-secretariat

Ordigital Desk
  • Published: Monday, 04 October 2021
  • Updated: 04 October 2021, 10:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଅଫିସରେ କିନ୍ନର କର୍ମଚାରୀଙ୍କ ସହ ଭେଦଭାବ କରିବା ମହଙ୍ଗା ପଡ଼ିବ। କିନ୍ନର କର୍ମଚାରୀଙ୍କ ସହ ଅଫିସରେ କୌଣସି ପ୍ରକାରର ଭେଦଭାବକୁ ଚାକିରି ସର୍ତ୍ତାବଳୀ ଆଚରଣର ଉଲ୍ଲଘଂନ ଭାବେ ବିଚାରକୁ ନେଇ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି କିନ୍ନରଙ୍କ ପ୍ରତି ଭେଦଭାବକୁ ଏଡ଼ାଇବା ଓ ସେମାନଙ୍କର ଅଭିଯୋଗ ଶୁଣିବା ପାଇଁ ପ୍ରତ୍ୟେକ କାର୍ଯ୍ୟାଳୟରେ ଜଣେ ଲେଖାଏଁ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ କ୍ଷମତା ପ୍ରଦାନ କରିବାକୁ ରାଜ୍ୟ ସରକାର ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, କିନ୍ନରମାନଙ୍କୁ ସମାନ ଅଧିକାର ଓ ସୁଯୋଗ ଦେବା ପାଇଁ କେନ୍ଦ୍ର ସରକାରଙ୍କ ୨୦୨୦ ମସିହାର ରୁଲସ୍ ଏବଂ କିନ୍ନର(ସୁରକ୍ଷାର ଅଧିକାର) ଆଇନ ୨୦୧୯ ଅନ୍ତର୍ଗତ ପ୍ରଦତ୍ତ ପ୍ରାବଧାନରେ କିନ୍ନରମାନଙ୍କୁ କାର୍ଯ୍ୟସ୍ଥଳୀରେ ଭେଦଭାବପୂର୍ଣ୍ଣ ପରିବେଶରୁ ସୁରକ୍ଷା ଦେବାକୁ କୁହାଯାଇଛି। ଏହି ଆଧାରରେ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ, କିନ୍ନରମାନଙ୍କୁ ସେମାନଙ୍କର ପଦବୀ,ପ୍ରଶିକ୍ଷଣ, ପଦୋନ୍ନତି, ବଦଳି ଓ ନିଯୁକ୍ତି ଆଦିରେ କୌଣସି ପ୍ରକାରର ଭେଦଭାବର ଶିକାର ହେବାକୁ ପଡ଼ିବ ନାହିଁ।

ଲିଙ୍ଗଗତ କାରଣରୁ କୌଣସି କିନ୍ନରଙ୍କୁ କୌଣସି ପ୍ରକାରର ସୁଯୋଗରୁ ବଂଚିତ ହେବାକୁ ପଡ଼ିବ ନାହିଁ। ଯଦି ସେଭଳି କିଛି ହୁଏ କିନ୍ନର କର୍ମଚାରୀମାନେ ତୁରନ୍ତ ଅଭିଯୋଗ କରିପାରିବେ। କିନ୍ନର କର୍ମଚାରୀଙ୍କ ସହ କୌଣସି ପ୍ରକାରର ଭେଦଭାବ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ ମଧ୍ୟ କରିପାରିବେ। ପ୍ରତ୍ୟେକ ବିଭାଗ ମଧ୍ୟ ଜଣେ ଲେଖାଏଁ ଅଭିଯୋଗକାରୀ ଅଧିକାରୀ ନିଯୁକ୍ତି ଦେବେ। ଯିଏକି ଏହି ଅଭିଯୋଗର ଶୁଣାଣି କରିବେ । ଆଉ ତଦନ୍ତ ରିପୋର୍ଟର ୧୫ଦିନ ମଧ୍ୟରେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯଦି କିନ୍ନରଙ୍କ ଅଭିଯୋଗ ଉପରେ ୧୫ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହୋଇନଥିବ ତା’ହେଲେ ସମ୍ପୃକ୍ତ ବିଭାଗ ଏ ଦିଗରେ ନିଜଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। କିନ୍ନରଙ୍କୁ ସମାନ ସୁଯୋଗ ଦେବାର ନୀତିକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ପ୍ରତ୍ୟେକ ଅଫିସରଙ୍କର। ଯଦି କୌଣସି କର୍ମଚାରୀ ଏହି ନିୟମକୁ ଭଙ୍ଗ କରନ୍ତି ଅବା ଭେଦଭାବ ଓ ହଇରାଣ କରନ୍ତି ତାଙ୍କ ବିରୁଦ୍ଧରେ ଚାକିରି ସର୍ତ୍ତାବଳୀ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଇ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story