ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ନାଲକୋ ଛକ ନିକଟରୁ ଏକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ମୃତ ଯୁବକଙ୍କ ପରିଚୟ ଜଣାପଡିନାହିଁ। ଆଜି ସକାଳେ ନାଲକୋ ଛକ ନିକଟରେ ଥିବା ଗଛରେ ଦଉଡିରେ ମୃତଦେହଟି ଓହଳିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର  କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହା ହତ୍ୟା ନା ଆତ୍ମହତ୍ୟା ତାର କାରଣ ଜଣାପଡ଼ିନାହିଁ।

dead

Tapaswini Nayak
  • Published: Friday, 15 April 2022
  • , Updated: 15 April 2022, 11:28 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ନାଲକୋ ଛକ ନିକଟରୁ ଏକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ମୃତ ଯୁବକଙ୍କ ପରିଚୟ ଜଣାପଡିନାହିଁ।

ଆଜି ସକାଳେ ନାଲକୋ ଛକ ନିକଟରେ ଥିବା ଗଛରେ ଦଉଡିରେ ମୃତଦେହଟି ଓହଳିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର  କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହା ହତ୍ୟା ନା ଆତ୍ମହତ୍ୟା ତାର କାରଣ ଜଣାପଡ଼ିନାହିଁ।

Related story