ଗ୍ୟାସ ସିଲିଣ୍ଡର ଯୋଗାଣ ମାମଲା: ସୌମେନ୍ଦ୍ରଙ୍କୁ ଜାମିନ

କଟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇ ସୌମେନ୍ଦ୍ରଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ତଦନ୍ତରେ ସହଯୋଗ କରିବା ପାଇଁ ଜାମିନରେ ସର୍ତ୍ତ ରହିଛି।  ସୌମେନ୍ଦ୍ରଙ୍କୁ ଆଗୁଆ ଜାମିନ ମିଳିଥିବା ତାଙ୍କ ଓକିଲ ଧରଣୀଧର ନାୟକ ଏହି ସୂଚନା ଦେଇଛନ୍ତି। ସୌମେନ୍ଦ୍ର ଗ୍ୟାସ ସିଲିଣ୍ଡର ଯୋଗାଣ ମାମଲାରେ ଅଭିଯୁକ୍ତ ଥିଲେ। ସୌମେନ୍ଦ୍ରଙ୍କ ଗ୍ୟାସ ଏଜେନ୍ସିରେ ଭିଜିଲାନ୍ସ ଚଢ଼ାଉ କରିଥିଲା।

ddd

Rakesh Mallick
  • Published: Tuesday, 23 May 2017
  • , Updated: 23 May 2017, 01:10 PM IST

କଟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇ ସୌମେନ୍ଦ୍ରଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ତଦନ୍ତରେ ସହଯୋଗ କରିବା ପାଇଁ ଜାମିନରେ ସର୍ତ୍ତ ରହିଛି।  ସୌମେନ୍ଦ୍ରଙ୍କୁ ଆଗୁଆ ଜାମିନ ମିଳିଥିବା ତାଙ୍କ ଓକିଲ ଧରଣୀଧର ନାୟକ ଏହି ସୂଚନା ଦେଇଛନ୍ତି।

ସୌମେନ୍ଦ୍ର ଗ୍ୟାସ ସିଲିଣ୍ଡର ଯୋଗାଣ ମାମଲାରେ ଅଭିଯୁକ୍ତ ଥିଲେ। ସୌମେନ୍ଦ୍ରଙ୍କ ଗ୍ୟାସ ଏଜେନ୍ସିରେ ଭିଜିଲାନ୍ସ ଚଢ଼ାଉ କରିଥିଲା।

Related story