ଆଜି କାର୍ତ୍ତିକ ପ୍ରଥମ ସୋମବାର; ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ/ଆଠଗଡ଼(ଓଡ଼ିଶା ରିପୋର୍ଟର): ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । କରୋନା କଟକଣା ଯୋଗୁ ଏ ପର୍ଯ୍ୟନ୍ତ ମନ୍ଦିର ଖୋଲା ଯାଇ ନ ଥିବା ବେଳେ ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏହି ଅବସରରେ ସ୍ୱତନ୍ତ୍ର ବାଳଭୋଗ ନୀତି ଅନୁଷ୍ଠିତ ହେବ । ଗତକାଲି ପତିତପାବନ ଦର୍ଶନ ଏବଂ ମହାପ୍ରସାଦ ନେବା ବେଳେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କର ପ୍ରବଳ ଭିଡ଼ ହୋଇଥିଲା । ଏହି ସମୟରେ ସାମାଜିକ ଦୂରତା ଏବଂ କୋଭିଡ୍ ନିୟମର […]

puri

puri

Niharika Rout
  • Published: Monday, 02 November 2020
  • Updated: 02 November 2020, 10:01 AM IST

Sports

Latest News

ପୁରୀ/ଆଠଗଡ଼(ଓଡ଼ିଶା ରିପୋର୍ଟର): ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । କରୋନା କଟକଣା ଯୋଗୁ ଏ ପର୍ଯ୍ୟନ୍ତ ମନ୍ଦିର ଖୋଲା ଯାଇ ନ ଥିବା ବେଳେ ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏହି ଅବସରରେ ସ୍ୱତନ୍ତ୍ର ବାଳଭୋଗ ନୀତି ଅନୁଷ୍ଠିତ ହେବ ।

ଗତକାଲି ପତିତପାବନ ଦର୍ଶନ ଏବଂ ମହାପ୍ରସାଦ ନେବା ବେଳେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କର ପ୍ରବଳ ଭିଡ଼ ହୋଇଥିଲା । ଏହି ସମୟରେ ସାମାଜିକ ଦୂରତା ଏବଂ କୋଭିଡ୍ ନିୟମର ଖୋଲା ଉଲ୍ଲଘଂନ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ କାର୍ତ୍ତିକ ବ୍ରତ କିଭଳି ସୂଚାରୁ ଭାବେ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମନ୍ତବ୍ୟ ଦେଇଛନ୍ତି।

ଅପରପକ୍ଷେ, କରୋନା ମହାମାରୀ ଯୋଗୁ  ଏ ପର୍ଯ୍ୟନ୍ତ ରାଜ୍ୟରେ ମନ୍ଦିରଗୁଡିକ ଜନସାଧାରଣଙ୍କ ପାଇଁ ଖୋଲାଯାଇ ନ ଥିବାରୁ ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର ବି ଶୈବ ପୀଠ ଖାଁ ଖାଁ ରହିଛି ।

ବିଶେଷ କରି ଆଠଗଡ଼ର ଧବଳେଶ୍ୱରଙ୍କ ପୀଠରେ ଆଜି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ହଜାର ହଜାର ଶ୍ରଦ୍ଧାଳୁଙ୍କର ଗହଳି ଲାଗିଥାଏ । କିନ୍ତୁ ଏବର୍ଷ ଭିଡ଼ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story