ନିରଞ୍ଜନ ସେଠୀ କହିଲେ-ମୁଁ ହତ୍ୟାକାରୀ ନୁହେଁ

ଚାନ୍ଦବାଲି(ବାସୁଦେବ ଦାସ): ମୁଁ ହତ୍ୟାକାରୀ ନୁହେଁ…। କୋର୍ଟ ଚାଲାଣ ବେଳେ ଏପରି କହିଛନ୍ତି ପୂର୍ବତନ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ(ଟେକ୍ନିକାଲ୍‌) ନିରଞ୍ଜନ ସେଠୀ। ରାଜ୍ୟ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ପୁଲିସ୍‌ ଆଜି ତାଙ୍କୁ ଗିରଫ କରିଛନ୍ତି। ଗିରଫ ପରେ ସେ ବିଳିବିଳେଇ ହେଉଛନ୍ତି। ଆଉ କହୁଛନ୍ତି ମୁଁ ହତ୍ୟାକାରୀ ନୁହେଁ। ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡାଙ୍କ କହିବା ଅନୁସାରେ ମାନସ ହତ୍ୟାରେ ନିରଞ୍ଜନ ସେଠୀଙ୍କ ସଂପୂର୍ଣ୍ଣ […]

Niranjan Sethi

Niranjan Sethi

Manoranjan Sial
  • Published: Monday, 21 March 2022
  • Updated: 21 March 2022, 10:15 PM IST

Sports

Latest News

ଚାନ୍ଦବାଲି(ବାସୁଦେବ ଦାସ): ମୁଁ ହତ୍ୟାକାରୀ ନୁହେଁ...। କୋର୍ଟ ଚାଲାଣ ବେଳେ ଏପରି କହିଛନ୍ତି ପୂର୍ବତନ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ(ଟେକ୍ନିକାଲ୍‌) ନିରଞ୍ଜନ ସେଠୀ। ରାଜ୍ୟ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ପୁଲିସ୍‌ ଆଜି ତାଙ୍କୁ ଗିରଫ କରିଛନ୍ତି। ଗିରଫ ପରେ ସେ ବିଳିବିଳେଇ ହେଉଛନ୍ତି। ଆଉ କହୁଛନ୍ତି ମୁଁ ହତ୍ୟାକାରୀ ନୁହେଁ।

ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡାଙ୍କ କହିବା ଅନୁସାରେ ମାନସ ହତ୍ୟାରେ ନିରଞ୍ଜନ ସେଠୀଙ୍କ ସଂପୂର୍ଣ୍ଣ ଭୂମିକା ରହିଛି। ହତ୍ୟା ଯୋଜନା, ମାଡ଼ ମାରିବା, ଶବ ପୋତିବାରେ ହାତ ରହିଛି। ମାନସଙ୍କୁ ଅପହରଣ କରିବା ପାଇଁ ନିରଞ୍ଜନ ଯାଇନଥିଲେ। କିନ୍ତୁ ମାନସଙ୍କୁ ଦୟାଲ ଆଶ୍ରମକୁ ନିଆଗଲା ପରେ, ସେଠି ନିରଞ୍ଜନ ଥିଲେ। ନିରଞ୍ଜନ ମାନସଙ୍କୁ ମାଡ଼ ମାରିଥିବା ପ୍ରମାଣ ମିଳିଛି। ମାନସଙ୍କୁ ହାତରେ ଏବଂ ଘାତକ ଅସ୍ତ୍ରରେ ମାଡ଼ ମରାଯାଇଛି। ଗୋଟିଏ ଚିପ୍‌ ପାଇଁ ଏସବୁ ଘଟଣା ଘଟିଥିବା କହିଲେ ଅତିରିକ୍ତ ଏସ୍‌ପି।

ଏହି ମାମଲାରେ ଆଜି ସଦ୍ଧା ଚାନ୍ଦବାଲି ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ଦୁଇ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଫେବ୍ରୁଆରୀ ୭ ତାରିଖରେ ମାନସଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story