କାହିଁକି ଓ କେମିତି ଭାଙ୍ଗିଲା ଚୁଲି? ପୂରା କାହାଣୀ କହିଲା ଅଭିଯୁକ୍ତ

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରୋଷଶାଳା ଭାଙ୍ଗିବା ଅଭିଯୋଗରେ ଅଭିଯୁକ୍ତ ଜଗନ ମହାପାତ୍ରକୁ ଗିରଫ କରିଥିଲା ପୁରୀ ପୁଲିସ୍‌। ଆଜି ତାକୁ ପୁରୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ତା’ ଜାମିନ୍‌ ଆବେଦନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟ ଚାଲାଣ ବେଳେ ଚୁଲି କାହିଁକି ଓ କେମିତି ଭାଙ୍ଗିଥିଲା ଅଭିଯୁକ୍ତ? ସେ ନେଇ ପୂରା କାହାଣୀ ବଖାଣିଛି। ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ପାଇଁ ଆସୁଥିବା ବେଳେ ଅଭିଯୁକ୍ତ ଜଗନ ମହାପାତ୍ର କହିଛନ୍ତି, ସେ […]

Police

Police

Manoranjan Sial
  • Published: Wednesday, 06 April 2022
  • Updated: 06 April 2022, 10:21 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରୋଷଶାଳା ଭାଙ୍ଗିବା ଅଭିଯୋଗରେ ଅଭିଯୁକ୍ତ ଜଗନ ମହାପାତ୍ରକୁ ଗିରଫ କରିଥିଲା ପୁରୀ ପୁଲିସ୍‌। ଆଜି ତାକୁ ପୁରୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ତା’ ଜାମିନ୍‌ ଆବେଦନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟ ଚାଲାଣ ବେଳେ ଚୁଲି କାହିଁକି ଓ କେମିତି ଭାଙ୍ଗିଥିଲା ଅଭିଯୁକ୍ତ? ସେ ନେଇ ପୂରା କାହାଣୀ ବଖାଣିଛି।

ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ପାଇଁ ଆସୁଥିବା ବେଳେ ଅଭିଯୁକ୍ତ ଜଗନ ମହାପାତ୍ର କହିଛନ୍ତି, ସେ ଦିନ ଅପରାହ୍ନ ୨ଟାରୁ ୩ଟା ଭିତରେ ମୁଁ ଶ୍ରୀମନ୍ଦିର ଭିତରକୁ ଯାଇଥିଲି। ଶ୍ରୀମନ୍ଦିର ଭିତରେ ବୁଲିଲି। ପହଡ଼ ପଡ଼ିଲା ପରେ ରୋଷଘର ଭିତରକୁ ଯାଇଥିଲି। ସେତେବେଳେ ଗେଟ୍‌ ପାଖରେ କେହି ନଥିଲେ। ରୋଷଘର ଭିତରକୁ ଲାଇଟ୍‌ ଜଳୁଥିଲା। ରୋଷଘର ଭିତରକୁ ପ୍ରବେଶ କଲା ବେଳେ ପ୍ରଥମେ ପଡ଼ିଥିବା ଅଳିଆ ସଫା କଲି। ତା’ପରେ ରାଗରେ ସବୁ ଚୁଲି ଭାଙ୍ଗି ଦେଇଥିଲି। ପ୍ରାୟ ୩୦ରୁ ୪୦ ଚୁଲି ଭାଙ୍ଗି ଥିଲେ। ଚୁଲି ଭାଙ୍ଗି ଭାଙ୍ଗିବା ପରେ ରୋଷଘରୁ ବାହାରିଲା ବେଳେ ଜଣେ କିଏ ଶୋଇଥିବା ଦେଖିବାକୁ ପାଇଲି। କିନ୍ତୁ ସେ ମୋତେ ଦେଖିନାହାନ୍ତି। ସେଠାରୁ ମୁଁ ବାଇଶି ପାହାଚ ଦେଇ ଆସୁଥିବାବେଳେ ଜେଟିପି ହାତରେ ଧରା ପଡ଼ିଥିଲି। ୩ ଜଣ ଜେଟିପି ମୋତେ ଧରି ବାହାରେ ଛାଡ଼ି ଦେଇଥିଲେ। ତା’ପରେ ମୁଁ ପଳାଇ ଆସିଥିଲି ବୋଲି ଜଗନ କହିଛନ୍ତି।

ସେ ଆହୁରି କହିଛନ୍ତି, “ପ୍ରଭୁ ଜଗନ୍ନାଥଙ୍କୁ ମୁଁ ବହୁତ ଭଲ ପାଏ। ତାଙ୍କୁ ବହୁ ଭକ୍ତି କରେ। ଏଠି କିଛି ଲୋକ ଖାଇବାକୁ ପାଉନଥିବା ବେଳେ ଆଉ କିଛି ଲୋକଙ୍କ ପାଖରେ ବହୁତ ଖାଦ୍ୟ ଅଛି। ଏହାକୁ ନେଇ ମନରେ ଅଭିମାନ ଥିଲା।”

ଜଗନ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ। ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ବିଦ୍ୟୁତ ବିଭାଗରେ କାମ କରୁଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଥିଲେ। ବୋଧହୁଏ ଆର୍ଥିକ ସ୍ଥିତି ଭଲ ନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ। ସେଥିପାଇଁ ସେ ରାଗରେ ଚୁଲି ଭାଙ୍ଗି ଥିବା କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ପଶି ପ୍ରାୟ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ରାତିରେ ସନ୍ଦିଗ୍ଧକୁ ପୁରୀ-ଖୋର୍ଦ୍ଧା ସୀମାରୁ ଧରିଥିଲା। ଆଉ ଜେରା ପରେ ସେ ଚୁଲି ଭାଙ୍ଗିଥିବା ସ୍ୱୀକାର କରିଥିଲା। ପୁରୀ ପୁଲିସ୍‌ ଆଜି ତାକୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story