କେଉଁ ବିଭାଗ ପାଇଁ ଲାଗୁ ହେବନି ୫୦% କର୍ମଚାରୀ ନିୟମ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୫୦% କର୍ମଚାରୀଙ୍କୁ ନେଇ ଅଫିସ୍‌ କାର୍ଯ୍ୟ ଚଳାଇବା ନିର୍ଦ୍ଦେଶ ପ୍ରସଙ୍ଗରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। କେତେକ ବିଭାଗରେ ଏହି ନିୟମ ଲାଗୁ ହେବନାହିଁ ବୋଲି ଆଜି ସାଧାରଣ ପ୍ରଶାସନିକ ବିଭାଗ (ଜିଏ) ସ୍ପଷ୍ଟ କରିଛି। କେବଳ ପ୍ରଶାସନିକ କାର୍ଯ୍ୟ ଚାଲୁଥିବା ଅଫିସ୍‌ରେ ଏହି ନିୟମ ଲାଗୁ ହେବ। ଏଠାରେ କେବଳ ୫୦% ଷ୍ଟାଫ୍‌ କାମ କରିବାର ନିୟମ ମାନିବାକୁ ପଡ଼ିବ। ତେବେ ଅତ୍ୟାବଶ୍ୟକୀୟ ବିଭାଗରେ ଏହି ନିୟମ ଲାଗୁ ହେବ ନାହିଁ। […]

employ

employ

Manoranjan Sial
  • Published: Thursday, 02 July 2020
  • Updated: 02 July 2020, 09:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୫୦% କର୍ମଚାରୀଙ୍କୁ ନେଇ ଅଫିସ୍‌ କାର୍ଯ୍ୟ ଚଳାଇବା ନିର୍ଦ୍ଦେଶ ପ୍ରସଙ୍ଗରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। କେତେକ ବିଭାଗରେ ଏହି ନିୟମ ଲାଗୁ ହେବନାହିଁ ବୋଲି ଆଜି ସାଧାରଣ ପ୍ରଶାସନିକ ବିଭାଗ (ଜିଏ) ସ୍ପଷ୍ଟ କରିଛି। କେବଳ ପ୍ରଶାସନିକ କାର୍ଯ୍ୟ ଚାଲୁଥିବା ଅଫିସ୍‌ରେ ଏହି ନିୟମ ଲାଗୁ ହେବ। ଏଠାରେ କେବଳ ୫୦% ଷ୍ଟାଫ୍‌ କାମ କରିବାର ନିୟମ ମାନିବାକୁ ପଡ଼ିବ।

ତେବେ ଅତ୍ୟାବଶ୍ୟକୀୟ ବିଭାଗରେ ଏହି ନିୟମ ଲାଗୁ ହେବ ନାହିଁ। ପୁଲିସ୍, ଅଗ୍ନିଶମ, ସ୍ୱାସ୍ଥ୍ୟ, ପୌର ଅଫିସ୍‌ରେ ୫୦% ଷ୍ଟାଫ୍‌ ନିୟମରେ ଲାଗୁ ହେବ ନାହିଁ ବୋଲି ଜିଏ ବିଭାଗ ସ୍ପଷ୍ଟ କରିଛି। ସେହିଭଳି ଅନ୍ୟ ଅତ୍ୟାବଶ୍ୟକୀୟ ସେବା ଅଫିସ୍‌ରେ ମଧ୍ୟ ପୂରା କର୍ମଚାରୀ କାମ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦିନକୁ ଦିନ ଅଧିକରୁ ଅଧିକ ସରକାରୀ ଅଫିସର୍ କରୋନାରେ ଆକ୍ରାନ୍ତ ହେବା ପରେ ୫୦% କର୍ମଚାରୀ ସହିତ ଅଫିସ୍ ଚଳାଇବାକୁ ଗତକାଲି ନିର୍ଦ୍ଦେଶ ଦିଆଯାଇଥିଲା। ଲୋକସେବା ଭବନରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଥିବା ସରକାରୀ ଅଫିସ୍ ସବୁ ୫୦% କର୍ମଚାରୀରେ ଚାଲିବ। ଅନ୍ୟ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅଫିସ୍‌ରେ ସାମାଜିକ ଦୂରତ୍ୱ ରଖିବା, ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା ଭଳି କୋଭିଡ୍‌ ନିୟମ ମାନିବାକୁ କୁହାଯାଇଛି। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରତି ଅଫିସ୍‌ରେ ନିଯୁକ୍ତ ହେବେ ଜଣେ ଜଣେ କୋଭିଡ୍ କଂପ୍ଳାଏନ୍ସ ଅଫିସର୍। ସେ ପ୍ରତିଦିନ ଯାଞ୍ଚ କରି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସପ୍ତାହିକ ରିପୋର୍ଟ ଦେବାକୁ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story