ଏମ୍‌ସରୁ ଖୁବ୍‌ଶୀଘ୍ର ଡିସ୍‌ଚା‌ର୍ଜ୍ ହେବେ ଜଗା,କାଳିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍‌ସରୁ ଖୁବ୍‌ଶୀଘ୍ର ଡିସ୍‌ଚାର୍ଜ୍ ହେବେ ଜଗା କାଳିଆ।  ଜଗା,କାଳିଆଙ୍କ ଡିସ୍‌ଚାର୍ଜ୍ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।  ୨ରୁ ୩ ଦିନ ମଧ୍ୟରେ ଉଭୟଙ୍କୁ ଦିଲ୍ଲୀର ଓଡ଼ିଶା ଭବନକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି।  ଏହି ସୂଚନା ଦେଇଛନ୍ତି ଜଗା,କାଳିଆଙ୍କ ବାପା ଭୁଇଁଆ କହଁର।