ଏମ୍‌ସରୁ ଖୁବ୍‌ଶୀଘ୍ର ଡିସ୍‌ଚା‌ର୍ଜ୍ ହେବେ ଜଗା,କାଳିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍‌ସରୁ ଖୁବ୍‌ଶୀଘ୍ର ଡିସ୍‌ଚାର୍ଜ୍ ହେବେ ଜଗା କାଳିଆ।  ଜଗା,କାଳିଆଙ୍କ ଡିସ୍‌ଚାର୍ଜ୍ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।  ୨ରୁ ୩ ଦିନ ମଧ୍ୟରେ ଉଭୟଙ୍କୁ ଦିଲ୍ଲୀର ଓଡ଼ିଶା ଭବନକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି।  ଏହି ସୂଚନା ଦେଇଛନ୍ତି ଜଗା,କାଳିଆଙ୍କ ବାପା ଭୁଇଁଆ କହଁର।  

jaga

jaga

Rakesh Mallick
  • Published: Monday, 16 July 2018
  • Updated: 16 July 2018, 12:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍‌ସରୁ ଖୁବ୍‌ଶୀଘ୍ର ଡିସ୍‌ଚାର୍ଜ୍ ହେବେ ଜଗା କାଳିଆ।  ଜଗା,କାଳିଆଙ୍କ ଡିସ୍‌ଚାର୍ଜ୍ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।  ୨ରୁ ୩ ଦିନ ମଧ୍ୟରେ ଉଭୟଙ୍କୁ ଦିଲ୍ଲୀର ଓଡ଼ିଶା ଭବନକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି।  ଏହି ସୂଚନା ଦେଇଛନ୍ତି ଜଗା,କାଳିଆଙ୍କ ବାପା ଭୁଇଁଆ କହଁର।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos