କୋରାପୁଟ ମେଡିକାଲରେ ଜଣେ ଶିଶୁକନ୍ୟାର ମୃତ୍ୟୁ, ଜାପାନୀ ଜ୍ୱରରେ ମୃତ୍ୟୁ ସନ୍ଦେହ

ଭବାନୀପାଟଣା: ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ଆଜି କୋରାପୁଟ ମେଡିକାଲରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।ମୃତ ଶିଶୁକନ୍ୟା ହେଲେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଚାଉଳଗନ୍ଦି ଗାଁରେ ବର୍ଷା ପାଙ୍ଗି(୩)। ବର୍ଷାଙ୍କୁ ପ୍ରଥମେ ମାଲକାନଗିରି ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ ଶିଶୁକନ୍ୟାଙ୍କ ବାପା ସୁରେନ୍ଦ୍ର ପାଙ୍ଗୀ କହିଛନ୍ତି,“ଜାପାନୀ ଜ୍ୱରରେ ମାଲକାନଗିରି ମେଡିକାଲରେ ପ୍ରତିଦିନ ଶିଶୁ ପ୍ରାଣହରାଉ ଥିବାରୁ ପିଲାକୁ ଚିକିତ୍ସା ପାଇଁ କୋରାପୁଟ […]

koraput

koraput

Rakesh Mallick
  • Published: Friday, 11 November 2016
  • Updated: 11 November 2016, 02:05 PM IST

Sports

Latest News

ଭବାନୀପାଟଣା: ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ଆଜି କୋରାପୁଟ ମେଡିକାଲରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।ମୃତ ଶିଶୁକନ୍ୟା ହେଲେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଚାଉଳଗନ୍ଦି ଗାଁରେ ବର୍ଷା ପାଙ୍ଗି(୩)।

ବର୍ଷାଙ୍କୁ ପ୍ରଥମେ ମାଲକାନଗିରି ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ମୃତ ଶିଶୁକନ୍ୟାଙ୍କ ବାପା ସୁରେନ୍ଦ୍ର ପାଙ୍ଗୀ କହିଛନ୍ତି,“ଜାପାନୀ ଜ୍ୱରରେ ମାଲକାନଗିରି ମେଡିକାଲରେ ପ୍ରତିଦିନ ଶିଶୁ ପ୍ରାଣହରାଉ ଥିବାରୁ ପିଲାକୁ ଚିକିତ୍ସା ପାଇଁ କୋରାପୁଟ ନେଇ ଆସିଥିଲୁ। ଏଠାରେ ଚିକିତ୍ସା ଚାଲିଥିବା ବେଳେ ତା’ର ମୃତ୍ୟୁ ଘଟିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story