ପରଲୋକରେ ଚନ୍ଦ୍ରଭାନୁ ପଟ୍ଟନାୟକ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଆଜି ପୁରୀ ସ୍ୱର୍ଗଦ୍ୱାରରେ ଚନ୍ଦ୍ରଭାନୁଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ରାଜନୈତିକ ସମୀକ୍ଷକ, ସ୍ତମ୍ଭକାର ଭାବେ ଓଡ଼ିଶା ସାମ୍ବାଦିକତାରେ ଥିଲା ଚନ୍ଦ୍ରଭାନୁଙ୍କ ସ୍ୱତନ୍ତ୍ର ପରିଚୟ।  ସମ୍ବାଦରୁ ନିଜର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିବା ଚନ୍ଦ୍ରଭାନୁ ଶତାବ୍ଦୀର ପ୍ରତିଷ୍ଠାତା ସମ୍ପାଦକ ଥିଲେ। ସମୟ ଓ ସମାଜର ମଧ୍ୟ ସଂପାଦକ ଥିଲେ।  ଶ୍ରୀଜଗନ୍ନାଥ ସଂସ୍କୃତି ତଥା ଓଡ଼ିଶାର ସଂସ୍କୃତି, ଲୋକକଳା, ପରମ୍ପରା ଓ ଭାଷାକୁ ବଞ୍ଚାଇ ରଖିବାକୁ ସେ ଉଦ୍ୟମ ଜାରି ରଖିଥିଲେ। ଚନ୍ଦ୍ରଭାନୁଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାଇ ଖେଳିଯାଇଛି।
https://www.youtube.com/watch?v=ah8J9-AHoqc
Ordigital Desk
• Published: Thursday, 10 May 2018
• Updated: 10 May 2018, 07:34 AM IST
Sports
Latest News
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଆଜି ପୁରୀ ସ୍ୱର୍ଗଦ୍ୱାରରେ ଚନ୍ଦ୍ରଭାନୁଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ରାଜନୈତିକ ସମୀକ୍ଷକ, ସ୍ତମ୍ଭକାର ଭାବେ ଓଡ଼ିଶା ସାମ୍ବାଦିକତାରେ ଥିଲା ଚନ୍ଦ୍ରଭାନୁଙ୍କ ସ୍ୱତନ୍ତ୍ର ପରିଚୟ।  ସମ୍ବାଦରୁ ନିଜର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିବା ଚନ୍ଦ୍ରଭାନୁ ଶତାବ୍ଦୀର ପ୍ରତିଷ୍ଠାତା ସମ୍ପାଦକ ଥିଲେ। ସମୟ ଓ ସମାଜର ମଧ୍ୟ ସଂପାଦକ ଥିଲେ।  ଶ୍ରୀଜଗନ୍ନାଥ ସଂସ୍କୃତି ତଥା ଓଡ଼ିଶାର ସଂସ୍କୃତି, ଲୋକକଳା, ପରମ୍ପରା ଓ ଭାଷାକୁ ବଞ୍ଚାଇ ରଖିବାକୁ ସେ ଉଦ୍ୟମ ଜାରି ରଖିଥିଲେ। ଚନ୍ଦ୍ରଭାନୁଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାଇ ଖେଳିଯାଇଛି।
https://www.youtube.com/watch?v=ah8J9-AHoqc
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos