ଗୋପାଳପୁର ସମୁଦ୍ରରୁ ଯୁବକ ଉଦ୍ଧାର

ବ୍ରହ୍ମପୁର: ଗୋପାଳପୁର ସମୁଦ୍ରରେ ଆଜି ଜଣେ ଯୁବକ ଗାଧୋଉଥିବା ବେଳେ ବୁଡି ଯାଇଥିଲେ।  ଠିକ୍‌ ସମୟରେ ଲାଇଫ ଗାର୍ଡ଼ ତାଙ୍କୁ ଉଦ୍ଧାର କରିବାରୁ ସେ ମୃତ ମୁଖରୁ ବର୍ତ୍ତିଯାଇଥିଲେ। ଉତ୍ତରପ୍ରଦେଶର ଲକ୍ଷ୍ମୌରୁ ୭ଜଣ ଯୁବକ ବୁଲିବାକୁ ଆସି ଗୋପାଳପୁର ବେଳାଭୂମିରେ ଗାଧୋଉ ଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରୁ ସିଟୁ କୁମାର ନାମକ ଜଣେ ଯୁବକ ଲହଡ଼ିରେ ଭାସି ପ୍ରାୟ ଦେଢ଼ କିଲୋମିଟର ଭିତରକୁ ଚାଲିଯାଇଥିଲେ। ସେ ଭାସି ଯାଉଥିବା ନେଇ ହାତ ହଲାଇବାରୁ ବେଳାଭୂମିରେ ଥିବା […]

bbb

bbb

Rakesh Mallick
  • Published: Sunday, 16 October 2016
  • Updated: 16 October 2016, 07:09 PM IST

Sports

Latest News

ବ୍ରହ୍ମପୁର: ଗୋପାଳପୁର ସମୁଦ୍ରରେ ଆଜି ଜଣେ ଯୁବକ ଗାଧୋଉଥିବା ବେଳେ ବୁଡି ଯାଇଥିଲେ।  ଠିକ୍‌ ସମୟରେ ଲାଇଫ ଗାର୍ଡ଼ ତାଙ୍କୁ ଉଦ୍ଧାର କରିବାରୁ ସେ ମୃତ ମୁଖରୁ ବର୍ତ୍ତିଯାଇଥିଲେ।

ଉତ୍ତରପ୍ରଦେଶର ଲକ୍ଷ୍ମୌରୁ ୭ଜଣ ଯୁବକ ବୁଲିବାକୁ ଆସି ଗୋପାଳପୁର ବେଳାଭୂମିରେ ଗାଧୋଉ ଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରୁ ସିଟୁ କୁମାର ନାମକ ଜଣେ ଯୁବକ ଲହଡ଼ିରେ ଭାସି ପ୍ରାୟ ଦେଢ଼ କିଲୋମିଟର ଭିତରକୁ ଚାଲିଯାଇଥିଲେ। ସେ ଭାସି ଯାଉଥିବା ନେଇ ହାତ ହଲାଇବାରୁ ବେଳାଭୂମିରେ ଥିବା ପର୍ଯ୍ୟଟକମାନେ ଏ ସଂପର୍କରେ ଭୟଭୀତ ହୋଇ ସମୁଦ୍ର ଆଡେ଼ ଅନାଉଥିବା ବେଳେ ସେଠାରେ ଥିବା  ଓଟିଭି ଟିମ୍ ଏ ସଂପର୍କରେ ଲାଇଫ୍ ଗାର୍ଡର ସଦସ୍ୟ ଚିଟି ବାବୁ ଓ କାଳୀ ଶଙ୍କରଙ୍କୁ ସୂଚନା ଦେଇଥିଲେ। । ପରେ ସେମାନେ ସହଯୋଗୀଙ୍କୁ ନେଇ ତୁରନ୍ତ ସମୁଦ୍ର ଭିତରକୁ ଯାଇଥିଲେ । ପ୍ରବଳ ବେଗରେ ଆସୁଥିବା ଲହଡ଼ି ସହ ମୁକାବିଲା କରି ବୁଡ଼ି ଯାଉଥିବା ଯୁବକକୁ ଲାଇଫ ଗାର୍ଡ କର୍ମଚାରୀ ଉଦ୍ଧାର କରିଥିଲେ। ପ୍ରାୟ ୩୦ ମିନିଟ୍‌ ଧରି ଏହି ରେସ୍କ୍ୟୁ ଅପରେସନ ଚାଲିଥିଲା।

ଉଦ୍ଧାର ଯୁବକ ସିଟୁ କହିଛନ୍ତି, “ମୁଁ ବୁଡ଼ି ଯିବା ସମୟରେ ମୋତେ ଉଦ୍ଧାର କରିଥିବା ଲୋକଙ୍କ ମୁଁ ଧନ୍ୟବାଦ ଜଣାଉଛି।”

 ଉଦ୍ଧାରକାରୀ ଚିଟି ବାବୁ କହିଛନ୍ତି, “ସମୁଦ୍ର କିଏ ବୁଡ଼ି ଯାଉଥିବା ଆମେ ଖବର ପାଇଥିଲୁ। ତୁରନ୍ତ ମୁଁ ମୋ ସହଯୋଗୀ  ଯୁବକକୁ ଉଦ୍ଧାର କରିଥିଲୁ। ସକାଳୁ ସମୁଦ୍ର ଭିତରକୁ ଯିବା ପାଇଁ ସମସ୍ତଙ୍କୁ ମନା କରାଯାଇଥିଲା। ସେମାନେ ଆମ କଥା ଶୁଣୁ ନଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story