କ୍ଷମା ମାଗିଲେ ଜୁଏଲ୍‌ ଓରାମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଋଣ କରି ବ୍ରିଟେନ୍‌ ପଳାଇଥିବା ବିଜୟ ମାଲ୍ୟାଙ୍କୁ ‘ସ୍ମାର୍ଟ’ କହି ବିବାଦରେ ଫସି ଥିବା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଶେଷରେ ଭୁଲ୍ ମାଗିଛନ୍ତି। ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିବା ନ୍ୟାସ୍‌ନାଲ୍‌ ଟ୍ରାଇବାଲ୍‌ ଏଣ୍ଟର୍‌ପ୍ରିନ୍ୟୁୟର୍‌ କନ୍‌କ୍ଲେଭ୍‌ରେ ଯୋଗ ଦେବା ଅବସରରେ ଜୁଏଲ୍ ତାଙ୍କୁ  ‘ସ୍ମାର୍ଟ’ ବୋଲି କହିଥିଲେ। ଏପରିକି ମାଲ୍ୟାଙ୍କ ସ୍ମାର୍ଟନେସ୍‌କୁ ସେ ବେଶ୍ ତାରିଫ କରିଥିଲେ। ତେବେ ତାଙ୍କର ଏଭଳି ମନ୍ତବ୍ୟକୁ ସମାଲୋଚନା କରାଯିବା […]

jual

jual

Rakesh Mallick
  • Published: Sunday, 15 July 2018
  • Updated: 15 July 2018, 08:57 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଋଣ କରି ବ୍ରିଟେନ୍‌ ପଳାଇଥିବା ବିଜୟ ମାଲ୍ୟାଙ୍କୁ ‘ସ୍ମାର୍ଟ’ କହି ବିବାଦରେ ଫସି ଥିବା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଶେଷରେ ଭୁଲ୍ ମାଗିଛନ୍ତି। ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିବା ନ୍ୟାସ୍‌ନାଲ୍‌ ଟ୍ରାଇବାଲ୍‌ ଏଣ୍ଟର୍‌ପ୍ରିନ୍ୟୁୟର୍‌ କନ୍‌କ୍ଲେଭ୍‌ରେ ଯୋଗ ଦେବା ଅବସରରେ ଜୁଏଲ୍ ତାଙ୍କୁ  ‘ସ୍ମାର୍ଟ’ ବୋଲି କହିଥିଲେ। ଏପରିକି ମାଲ୍ୟାଙ୍କ ସ୍ମାର୍ଟନେସ୍‌କୁ ସେ ବେଶ୍ ତାରିଫ କରିଥିଲେ। ତେବେ ତାଙ୍କର ଏଭଳି ମନ୍ତବ୍ୟକୁ ସମାଲୋଚନା କରାଯିବା ପରେ ସେ କ୍ଷମା ମାଗିଛନ୍ତି।

ଏନେଇ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇ ଜୁଏଲ୍‌ କହିଛନ୍ତି,“ମାଲ୍ୟାଙ୍କ ନାଁ ଭୁଲ୍‌ରେ କହି ଦେଇଥିଲି। ମାଲ୍ୟାଙ୍କ ବଦଳରେ ମୁଁ ଟାଟା, କିମ୍ବା ବିର୍ଲାଙ୍କ ନାମ ନେବା କଥା। ହେଲେ ଭୁଲ୍‌ରେ ମୁଁ ମାଲ୍ୟାଙ୍କ ନାଁ ନେଇଥିବାରୁ ଏଥିପାଇଁ କ୍ଷମା ମାଗୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story