ଦୁଇଜଣଙ୍କୁ ଦଳି ଦେଲା ହାତୀ

କାମାକ୍ଷାନଗର:  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଁଳାବେରେଣୀ ଗାଁରେ ହାତୀ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ଘଟିଛି।  ଘର ଆଗରେ ଜଣଙ୍କୁ ଏବଂ ଘର ବାହାରକୁ ଯାଇଥିବାବେଳେ ଆଉ ଜଣଙ୍କୁ ହାତୀ ଦଳି ଦେଇଥିବା ସୂଚନା ମିଳିଛି।  ମୃତକଙ୍କ ଜଣେ ହେଲେ ଗ୍ରାମ ମନ୍ଦିର ପୂଜକ ସୁରେନ୍ଦ୍ର ନାୟକ ଏବଂ ଅନ୍ୟ ଜଣେ ହେଲେ ବବିତା ବେହେରା। ଆଜି  ଭୋର ପ୍ରାୟ ସାଢ଼େ ୪ଟାରେ ଏହି ଘଟଣା ଘଟିଛି। ହାତୀକୁ ଘଉଡାଇବା ଦାବିରେ ଲୋକେ ଇଚ୍ଛାବତୀପୁର ନିକଟରେ ରାସ୍ତା ଅବରୋଧ […]

kk

Rakesh Mallick
  • Published: Friday, 09 June 2017
  • , Updated: 09 June 2017, 01:40 PM IST

କାମାକ୍ଷାନଗର:  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଁଳାବେରେଣୀ ଗାଁରେ ହାତୀ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ଘଟିଛି।  ଘର ଆଗରେ ଜଣଙ୍କୁ ଏବଂ ଘର ବାହାରକୁ ଯାଇଥିବାବେଳେ ଆଉ ଜଣଙ୍କୁ ହାତୀ ଦଳି ଦେଇଥିବା ସୂଚନା ମିଳିଛି।  ମୃତକଙ୍କ ଜଣେ ହେଲେ ଗ୍ରାମ ମନ୍ଦିର ପୂଜକ ସୁରେନ୍ଦ୍ର ନାୟକ ଏବଂ ଅନ୍ୟ ଜଣେ ହେଲେ ବବିତା ବେହେରା।

ଆଜି  ଭୋର ପ୍ରାୟ ସାଢ଼େ ୪ଟାରେ ଏହି ଘଟଣା ଘଟିଛି। ହାତୀକୁ ଘଉଡାଇବା ଦାବିରେ ଲୋକେ ଇଚ୍ଛାବତୀପୁର ନିକଟରେ ରାସ୍ତା ଅବରୋଧ କରିଛନ୍ତି।

Related story