କେନ୍ଦୁଝର: ବଡବିଲ କଳିଙ୍ଗ ଲୁହା କାରଖାନାରେ ଶ୍ରମିକ ଉତ୍ତେଜନା

କେନ୍ଦୁଝର: ଅବସରକାଳୀନ ରାଶି ବୃଦ୍ଧି ଦାବିରେ ବଡ଼ବିଲ କଳିଙ୍ଗ ଲୁହା କାରଖାନାରେ ଠିକା ଶ୍ରମିକଙ୍କ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି। ଏହାକୁ ନେଇ ଠିକା ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଠିକା ଶ୍ରମିକମାନେ କମ୍ପାନୀର ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଗତରାତିରୁ ଅଟକ ରଖିଛନ୍ତି। ଶ୍ରମିକମାନେ କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଜେନେରାଲ ମ୍ୟାନେଜରଙ୍କୁ ଅଟକ ରଖିଥିବା ସୂଚନା ମିଳଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାରୁ କାରଖାନା ପରିସରରେ ପୋଲିସ ମୁତୟନ କରାଯାଇଛି।

kjr

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 10:19 AM IST

Related story