କେବିକେ କମିଶନରଙ୍କ ନାରାୟଣପାଟଣା,ବନ୍ଧୁଗାଁ ଅଞ୍ଚଳ ଗସ୍ତ

କୋରାପୁଟ: କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳ ଗସ୍ତ କରିଛନ୍ତି କେବିକେ କମିଶନର ତାରା ଦତ୍ତ। ଗସ୍ତକାଳରେ ସେ ନାରାୟଣପାଟଣା ବ୍ଲକ ପାଲାପୁଟରୁ ତେନ୍ତୁଳିପଦର ଗ୍ରାମ୍ୟ ଉନ୍ନୟନ ରାସ୍ତାର ଅନୁଧ୍ୟାନ କରିବା ପରେ ମୁଣ୍ଡିଗୁଡା ଯାଇ ଲୋକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥଲେ। ସେହିପରି ନାରାୟଣପାଟଣାର ପାନୀୟଜଳ ସମସ୍ୟା, ଅଧପନ୍ତରିଆ ହୋଇ ରହିଥିବା ମଡର୍ଣ୍ଣ ସ୍କୁଲ ପରଦର୍ଶନ କରି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ବନ୍ଧୁଗାଁ ବ୍ଲକର ବିଭିନ୍ନ ଗାଁକୁ ଯାଇ […]

kbk

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 08:47 AM IST

କୋରାପୁଟ: କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳ ଗସ୍ତ କରିଛନ୍ତି କେବିକେ କମିଶନର ତାରା ଦତ୍ତ। ଗସ୍ତକାଳରେ ସେ ନାରାୟଣପାଟଣା ବ୍ଲକ ପାଲାପୁଟରୁ ତେନ୍ତୁଳିପଦର ଗ୍ରାମ୍ୟ ଉନ୍ନୟନ ରାସ୍ତାର ଅନୁଧ୍ୟାନ କରିବା ପରେ ମୁଣ୍ଡିଗୁଡା ଯାଇ ଲୋକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥଲେ। ସେହିପରି ନାରାୟଣପାଟଣାର ପାନୀୟଜଳ ସମସ୍ୟା, ଅଧପନ୍ତରିଆ ହୋଇ ରହିଥିବା ମଡର୍ଣ୍ଣ ସ୍କୁଲ ପରଦର୍ଶନ କରି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ବନ୍ଧୁଗାଁ ବ୍ଲକର ବିଭିନ୍ନ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

Related story