କେନ୍ଦ୍ରାପଡ଼ା ଜେଲ୍‌ ଓ ସରକାରୀ କ୍ୱାର୍ଟର୍ସରୁ ୧୨ ବିଷାକ୍ତ ସାପ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଉପ-କାରାଗାର ଓ ସରକାରୀ କ୍ୱାର୍ଟର୍ସରେ ସାପ ଆତଙ୍କ। ଗତକାଲି ଜେଲର ବିଭିନ୍ନ ୱାର୍ଡ ଓ ସରକାରୀ କ୍ୱାର୍ଟର୍ସରୁ ୧୨ଟି ବିଷଧର ସାପକୁ ସ୍ନେକ ହେଲପଲାଇନ୍ ଉଦ୍ଧାର କରିଥିଲା। ଜେଲ ଭିତରୁ ନାଗ ଓ ଚିତି ଭଳି ବିଷାକ୍ତ ସାପ ଉଦ୍ଧାର କରାଯାଇଥିଲା। ଜେଲରେ ସାପ ଥିବା ଜାଣି କଏଦୀମାନେ ଭୟଭୀତ ହୋଇଯାଇଥିଲେ। ଜେଲ୍‌ ଭିତରେ ଆହୁରି ଅନେକ ସାପ ଥିବା ଆଶଙ୍କା କରାଯାଉଛି।

snake

Rakesh Mallick
  • Published: Thursday, 13 October 2016
  • , Updated: 13 October 2016, 03:40 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଉପ-କାରାଗାର ଓ ସରକାରୀ କ୍ୱାର୍ଟର୍ସରେ ସାପ ଆତଙ୍କ। ଗତକାଲି ଜେଲର ବିଭିନ୍ନ ୱାର୍ଡ ଓ ସରକାରୀ କ୍ୱାର୍ଟର୍ସରୁ ୧୨ଟି ବିଷଧର ସାପକୁ ସ୍ନେକ ହେଲପଲାଇନ୍ ଉଦ୍ଧାର କରିଥିଲା। ଜେଲ ଭିତରୁ ନାଗ ଓ ଚିତି ଭଳି ବିଷାକ୍ତ ସାପ ଉଦ୍ଧାର କରାଯାଇଥିଲା।

ଜେଲରେ ସାପ ଥିବା ଜାଣି କଏଦୀମାନେ ଭୟଭୀତ ହୋଇଯାଇଥିଲେ। ଜେଲ୍‌ ଭିତରେ ଆହୁରି ଅନେକ ସାପ ଥିବା ଆଶଙ୍କା କରାଯାଉଛି।

Related story