LIC ପଡ଼ିଆ ନିକଟରେ ଏନ୍‌କାଉଣ୍ଟର ଘଟଣା ; ଅପରାଧୀ ଜନ୍ ଗିରଫ, ଖସିଗଲେ ୩ରୁ ୪ଜଣ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ଖୋର୍ଦ୍ଧା LIC ପଡ଼ିଆ ନିକଟରେ ଏନ୍‌କାଉଣ୍ଟର ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫର ଖୋଳତାଡ଼। ଖଣି ଓ ଡ୍ରଗ ମାଫିଆଙ୍କ ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଅଧିକାରୀଙ୍କ ଗୁଳି ବିନିମୟ ବେଳେ ଗିରଫ ହୋଇଛି ଅପରାଧୀ ଜନ୍ ଖୁଣ୍ଟିଆ। ଏହି ଘଟଣାରେ ୩ରୁ ୪ ଜଣ ଖସି ପଳାଇଛନ୍ତି। ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ସଂଜୟ ପ୍ରଧାନ ଫେରାର ହୋଇଯାଇଛି। ସେ ବ୍ରାଉନ୍‌ସୁଗାର କାରବାର କରେ ବୋଲି ଗିରଫ ଜନ୍ ଖୁଣ୍ଟିଆ କହିଛି। ଅପରାଧୀମାନେ ଆଖପାଖରେ ଲୁଚି ରହିଥିବା […]

khurda-

khurda-

Tapas Behera
  • Published: Sunday, 30 June 2019
  • Updated: 30 June 2019, 06:34 PM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ଖୋର୍ଦ୍ଧା LIC ପଡ଼ିଆ ନିକଟରେ ଏନ୍‌କାଉଣ୍ଟର ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫର ଖୋଳତାଡ଼। ଖଣି ଓ ଡ୍ରଗ ମାଫିଆଙ୍କ ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଅଧିକାରୀଙ୍କ ଗୁଳି ବିନିମୟ ବେଳେ ଗିରଫ ହୋଇଛି ଅପରାଧୀ ଜନ୍ ଖୁଣ୍ଟିଆ। ଏହି ଘଟଣାରେ ୩ରୁ ୪ ଜଣ ଖସି ପଳାଇଛନ୍ତି। ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ସଂଜୟ ପ୍ରଧାନ ଫେରାର ହୋଇଯାଇଛି।

ସେ ବ୍ରାଉନ୍‌ସୁଗାର କାରବାର କରେ ବୋଲି ଗିରଫ ଜନ୍ ଖୁଣ୍ଟିଆ କହିଛି। ଅପରାଧୀମାନେ ଆଖପାଖରେ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ। ପୁରା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ ଏସ୍‌ପି ରାହୁଲ ପିଆର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story