କୋରାପୁଟ: ‍ବଡ଼ ନାଳରୁ ଜଣଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ନିଖୋଜ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ସୀସାଗଡ଼ ନିକଟସ୍ଥ ‍ବଡ଼ ନାଳରୁ ଆଜି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ଗୁଣ୍ଠା ଗାଁର ରତନୁ ଖୋରା। ଗତକାଲି ବଡ଼ନାଳ ପାର ହେଉଥିବା ସମୟରେ ରତନୁ ଓ ବିଷ୍ଣୁ ଗୁଣ୍ଠା ନାଳରେ ଭାସିଯାଇ ନିଖୋଜ ଥିଲେ। ଅଗ୍ନିଶମ ବିଭାଗ ଆଜି ରତନୁଙ୍କ ମୃତଦେହ ଉଦ୍ଧାର କରିଛି। ବିଷ୍ଣୁଏବେ ବି ନି‌ଖୋଜ ଅଛନ୍ତି।

koraput

Rakesh Mallick
  • Published: Saturday, 08 October 2016
  • , Updated: 08 October 2016, 10:24 AM IST

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ସୀସାଗଡ଼ ନିକଟସ୍ଥ ‍ବଡ଼ ନାଳରୁ ଆଜି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ଗୁଣ୍ଠା ଗାଁର ରତନୁ ଖୋରା।

ଗତକାଲି ବଡ଼ନାଳ ପାର ହେଉଥିବା ସମୟରେ ରତନୁ ଓ ବିଷ୍ଣୁ ଗୁଣ୍ଠା ନାଳରେ ଭାସିଯାଇ ନିଖୋଜ ଥିଲେ। ଅଗ୍ନିଶମ ବିଭାଗ ଆଜି ରତନୁଙ୍କ ମୃତଦେହ ଉଦ୍ଧାର କରିଛି। ବିଷ୍ଣୁଏବେ ବି ନି‌ଖୋଜ ଅଛନ୍ତି।

Related story