ଫଟୋରେ ଫଟୋରେ ଅଟଳଜୀଙ୍କୁ ଓଡ଼ିଶାରେ ଶ୍ରଦ୍ଧାଞ୍ଜଳି

ଜନନେତା ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇବାକୁ ଦଳୀୟ ଭେଦଭାବ ଭୁଲି ଗତକାଲି ଭୁବନେଶ୍ୱରରେ ଏକାଠି ହୋଇଥିଲେ ଓଡିଶା ରାଜନୀତିର ସବୁ ଦଳର ନେତା। ଦେଖନ୍ତୁ ‘ଓଡିଶା ରିପୋର୍ଟର’ର କିଛି ଏକ୍ସକ୍ଲୁସିଭ୍ ଦୃଶ୍ୟ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଆଲୋଚନା

ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି
କଂଗ୍ରେସ ନେତା ବାପି ସର୍ଖେଲଙ୍କ ଶ୍ରଦ୍ଧାଞ୍ଜଳି
ଅଟଳଜୀଙ୍କୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଶ୍ରଦ୍ଧାଞ୍ଜଳି
ସ୍ମୃତିସଭାରେ ବିଭିନ୍ନ ରାଜନୀତିକ ଦଳର ନେତା
ଅଟଳଜୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଶ୍ରଦ୍ଧାଞ୍ଜଳି
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଅନ୍ୟ ଅତିଥି ବୃନ୍ଦ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅଟଳଜୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ସ୍ମୃତିସଭାର ଏକ ବିଶେଷ ମୁହୂର୍ତ୍ତରେ ନିମନ୍ତ୍ରିତ ଅତିଥି
ସ୍ମୃତିସଭାରେ ମହିଳା ଅତିଥି ବୃନ୍ଦ
ଅଟଳଜୀଙ୍କ ସ୍ମୃତିସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ