ଡିନାମାଇଟ୍ ଲଗାଇ କେଲୁଅ ନଦୀବନ୍ଧ ଉଡ଼ାଇବା ଘଟଣା; ବିଧାୟକଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍ ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ସୃଷ୍ଟି ଘଟଣାରେ  ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି । ବିଧାୟକଙ୍କ ସମେତ ଯାଜପୁର ଜିଲ୍ଲାପାଳ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ପାଣିକୋଇଲିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜାରକା ଜଳ ସେଚନ ବିଭାଗର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ନୋଟିସ୍ ହୋଇଛି । ଆସନ୍ତା ୬ ସପ୍ତାହ ଭିତରେ ଉତ୍ତର ରଖିବାକୁ ନୋଟିସ୍‌ରେ କୁହାଯାଇଛି। ବନ୍ୟା ଯୋଗୁ […]

pranab

pranab

Niharika Rout
  • Published: Thursday, 22 October 2020
  • Updated: 22 October 2020, 03:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ସୃଷ୍ଟି ଘଟଣାରେ  ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି । ବିଧାୟକଙ୍କ ସମେତ ଯାଜପୁର ଜିଲ୍ଲାପାଳ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ପାଣିକୋଇଲିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜାରକା ଜଳ ସେଚନ ବିଭାଗର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ନୋଟିସ୍ ହୋଇଛି । ଆସନ୍ତା ୬ ସପ୍ତାହ ଭିତରେ ଉତ୍ତର ରଖିବାକୁ ନୋଟିସ୍‌ରେ କୁହାଯାଇଛି।

ବନ୍ୟା ଯୋଗୁ ନୁହେଁ ବଂର ଷଡ଼ଯନ୍ତ୍ର ଯୋଗୁଁ ଏପରି ହୋଇଥିବା ଅଭିଯୋଗ କରି ଲୋକାୟୁକ୍ତଙ୍କ ନିକଟରେ ଆବେଦନ କରିଥିଲେ ଜଣେ ସୂଚନା ଅଧିକାର କର୍ମୀ । କେବଳ ଡିନାମାଇଟ୍ ଲଗାଇ ଉଡ଼ାଇବା ଦେବା ନୁହେଁ  ରାସ୍ତା ନିର୍ମାଣରେ ବ୍ୟାପକ ଦୂର୍ନୀତି ହୋଇଥିବା ନେଇ ମଧ୍ୟ ଅଭିଯୋଗ ଦାଏର କରିଥିଲେ ।  ଏଥିରେ ପାଣିକୋଇଲି ଉପଖଣ୍ଡ ଆରଆଣ୍ଡବି ଡିଭିଜନ୍ ଜେଇ ତଥା ବିଧାୟକଙ୍କ ମାମୁଙ୍କ ସଂପୃକ୍ତି ଥିବା ଅଭିଯୋଗ ରହିଛି । ଲୋକାୟୁକ୍ତରେ ଦାଏର ହୋଇଥିବା ଅଭିଯୋଗରେ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୨ ତାରିଖରେ ହେବ।

ସୂଚନାଯୋଗ୍ୟ, ଯାଜପୁର ଜାତୀୟ ରାଜପଥ ଗୋକର୍ଣ୍ଣେଶ୍ୱରଠାରୁ ବୁଢ଼ାଲିଙ୍ଗ ଓ ମଝିପଡ଼ାକୁ ସଂଲଗ୍ନ ଜଳସେଚନ ରାସ୍ତାକୁ ଡିନାମାଇଟ୍ ଲଗାଇ ରାମପୁରଠାରେ ଉଡ଼ାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଫଳରେ ଅଗଷ୍ଟ ମାସରେ ଆସିଥିବା ବନ୍ୟାରେ ଚାଷ ଜମି ଓ ଲୋକଙ୍କ ଘର ବ୍ୟାପକ କ୍ଷତି ହୋଇଥିଲା ।

ଚଳିତ ଥର ଆସିଥିବା ବନ୍ୟାରେ କେଲୁଅ ନଦୀରେ ସୃଷ୍ଟି ହୋଇଥିବା ୩୦୦ ଫୁଟ୍‌ର ଘାଇ ମନୁଷ୍ୟକୃତ ବୋଲି ଖୋଦ୍ ଯାଜପୁରର ତତ୍କାଳୀନ ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବ ସ୍ୱୀକାର କରିବା ସହ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏନେଇ ଥାନାରେ ଏତଲା ଦେଇଥିଲେ । ମନୁଷ୍ୟକୃତ ଘାଇ ଯୋଗୁଁ ରାତି ଅଧରେ ଆକସ୍ମିକ ବନ୍ୟାରେ, ଦୁର୍ଦ୍ଦଶା ଭିତରକୁ ଠେଲି ହୋଇ ଯାଇଥିଲେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ । ଧର୍ମଶାଳା ବ୍ଲକର ୭ଟି ପଞ୍ଚାୟତ  କଣ୍ଟିଗଡ଼ଇା ପଞ୍ଚାୟତ ୪ ଦିନ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story