ମହିଳାଙ୍କୁ ଗୁଳି କରି ଲୁଟିନେଲେ ୮୦ ହଜାର ଟଙ୍କା

ଖୋର୍ଦ୍ଧା (ବଳରାମ ଲେଙ୍କା): ଅଶାନ୍ତ ହେଉଛି ଗ୍ରାମୀଣ ପରିବେଶ। ଦିନ ଦି’ପହରରେ ଗୁଳି କରି ମହିଳାଙ୍କଠାରୁ ଲୁଟ୍‌। ତିନି ଦୁର୍ବୃତ୍ତ ପଲ୍‌ସର ବାଇକ୍‌ରେ ଆସି ଗୁଳି କରି ୮୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାରୁ ଆସିଛି। ଘରୋଇ ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀ ରଞ୍ଜିତା ଖଟୁଆ ଆଜି ଏସ୍‌ଏଚ୍‌ଜି ଗ୍ରୁପ୍‌ରୁ ଟଙ୍କା ଆଦାୟ କରି ଫେରୁଥିଲେ। ତେବେ ବେଗୁନିଆ ଧାନଘର ନୂଆଗାଁରେ ତିନି ଜଣ ଯୁବକ ଏକ […]

Loot

Loot

Manoranjan Sial
  • Published: Thursday, 17 March 2022
  • Updated: 17 March 2022, 04:29 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଅଶାନ୍ତ ହେଉଛି ଗ୍ରାମୀଣ ପରିବେଶ। ଦିନ ଦି’ପହରରେ ଗୁଳି କରି ମହିଳାଙ୍କଠାରୁ ଲୁଟ୍‌। ତିନି ଦୁର୍ବୃତ୍ତ ପଲ୍‌ସର ବାଇକ୍‌ରେ ଆସି ଗୁଳି କରି ୮୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାରୁ ଆସିଛି।

ଘରୋଇ ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀ ରଞ୍ଜିତା ଖଟୁଆ ଆଜି ଏସ୍‌ଏଚ୍‌ଜି ଗ୍ରୁପ୍‌ରୁ ଟଙ୍କା ଆଦାୟ କରି ଫେରୁଥିଲେ। ତେବେ ବେଗୁନିଆ ଧାନଘର ନୂଆଗାଁରେ ତିନି ଜଣ ଯୁବକ ଏକ ପଲ୍‌ସର ବାଇକ୍‌ରେ ଆସି ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ରଞ୍ଜିତା ଟଙ୍କା ବ୍ୟାଗ ଛାଡ଼ି ନଥିଲେ।

ତିନି ଦୁର୍ବୃତ୍ତଙ୍କ ଭିତରୁ ଜଣେ ରଞ୍ଜିତାଙ୍କ ଉପରକୁ ଗୁଳି ଚଳାଇଥିଲେ। ମାତ୍ର ଗୁଳି ତାଙ୍କ ଗୋଡ଼ର ପାଦରେ ବାଜିଥିଲା। ଏହା ପରେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଗୁଳି ମାଡ଼ରେ ରଞ୍ଜିତା ଗୁରୁତର ହୋଇଥିଲେ। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଛି। ରଞ୍ଜିତାଙ୍କଠାରୁ ୮୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଛି।

ଖୋର୍ଦ୍ଧା ଏସ୍‌ଡିପିଓ ସୁଶିଲ୍‌ କୁମାର ମିଶ୍ରଙ୍କ କହିବା ଅନୁସାରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଦୁଇଟି ଟିମ୍‌ ଗଠନ କରାଯାଇଛି। ଏଥିସହ ଆଖପାଖ ଥାନାକୁ ଏନେଇ ଖବର ଦିଆଯାଇଛି। ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଲୁଟ୍‌ ହୋଇଥିବା ସ୍ଥାନକୁ ଯାଇ ଛାନଭିନ୍‌ କରୁଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାରିଥିବା ଶ୍ରୀ ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story