ଜ୍ୱରରେ ପୀଡ଼ିତ ମହାପ୍ରଭୁ ଆଜି ଖାଇବେ ଦଶମୂଳ ମୋଦକ
- Published: Tuesday, 20 June 2017
- , Updated: 20 June 2017, 11:46 AM IST
<p>ପୁରୀ: ସ୍ନାନଯାତ୍ରାରେ ମାତ୍ରାଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ଅସୁସ୍ଥ ଥିବା ଶ୍ରୀଜୀଉଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଗତକାଲି ମହାପ୍ରଭୁଙ୍କ ଚକାବିଜେ ହୋଇଥିବାବେଳେ ଆଜି ଚତୁର୍ଦ୍ଧାମୂରତି ଦଶମୂଳ ମୋଦକ ସେବନ କରିବେ ।</p>
<p>[vc_video link=" " align="center"]</p>
<p>ଏହାପରେ ଶ୍ରୀଜୀଉ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼ ଅଲାରନାଥଙ୍କ ପୀଠରେ ଜମୁଛି । ଅନବସର ଏକାଦଶୀ ଅବସରରେ ଅଲାରନାଥ ଆଜି ନଟବର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।</p>