କଟକରେ ମ୍ୟାଜିକ୍‌ ଡେ’: ଯଦୁ ଦେଖାଇଲେ ଯାଦୁଗର

Ordigital Desk
  • Published: Sunday, 22 October 2017
  • , Updated: 22 October 2017, 10:27 PM IST
<p>କଟକ (ଓଡ଼ିଶା ରିପୋର୍ଟର): କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ପାଳନ ହୋଇଯାଇଛି ମ୍ୟାଜିକ ଡେ। କଟକ ଶ୍ରୀରାମଚନ୍ଦ୍ର ଭବନ ଠାରେ ଆୟୋଜିତ ଉତ୍ସବରେ ରାଜ୍ୟର ୧୭୦ ଜଣ ଯାଦୁଗର ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାର ଯାଦୁଖେଳ ପ୍ରଦର୍ଶନ କରିଥିଲେ।</p> <p>ସେହିପରି ଯାଦୁ ଖେଳରେ ବ୍ୟବହୃତ ସାଜ ସରଞ୍ଜାମର ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମ୍ୟାଜିକ୍&zwnj;ର ଆଧୁନିକ କଳା କୌଶଳ ସଂପର୍କରେ ଆଲୋଚନା କରାଯାଇଥିଲା।</p>

Related story