ମାହାଙ୍ଗା ଡବଲ୍‌ ମର୍ଡର ମାମଲାରେ ପୁଲିସକୁ ଧକ୍କା, ଆଇଆଇସିଙ୍କ ପିଟିସନ ଖାରଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହରଡ଼ଘଣାରେ ପୁଲିସ ବାବୁ। ଏଥର ପୁଣି କୋର୍ଟରୁ ଲାଗିଛି ବଡ଼ ଝଟକା। ବହୁ ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏବେ ଅଡୁଆରେ ପଡ଼ିଛନ୍ତି ମାହାଙ୍ଗା ଥାନା ଆଇଆଇସି ନିହାର ମହାନ୍ତି। ସାଲେପୁର ଜେଏମଏଫସି କୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାହାଙ୍ଗା ଆଇଆଇସଙ୍କ ଜେଏମଏପକ୍ଷରୁ ଦାୟର ରିଭିଜନ ପିଟିସନ ଖାରଜ କରି ଦେଇଛନ୍ତି ସାଲେପୁର ଏଡିଜେ। ତଳକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ପୁନଃ ତଦନ୍ତ ଓ ସିଡିଆର ଦାଖଲ ନିର୍ଦ୍ଦେଶର ରିଭିଜନ […]

kulamani-murder

kulamani-murder

Ordigital Desk
  • Published: Wednesday, 08 December 2021
  • Updated: 08 December 2021, 03:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହରଡ଼ଘଣାରେ ପୁଲିସ ବାବୁ। ଏଥର ପୁଣି କୋର୍ଟରୁ ଲାଗିଛି ବଡ଼ ଝଟକା। ବହୁ ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏବେ ଅଡୁଆରେ ପଡ଼ିଛନ୍ତି ମାହାଙ୍ଗା ଥାନା ଆଇଆଇସି ନିହାର ମହାନ୍ତି। ସାଲେପୁର ଜେଏମଏଫସି କୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାହାଙ୍ଗା ଆଇଆଇସଙ୍କ ଜେଏମଏପକ୍ଷରୁ ଦାୟର ରିଭିଜନ ପିଟିସନ ଖାରଜ କରି ଦେଇଛନ୍ତି ସାଲେପୁର ଏଡିଜେ। ତଳକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ପୁନଃ ତଦନ୍ତ ଓ ସିଡିଆର ଦାଖଲ ନିର୍ଦ୍ଦେଶର ରିଭିଜନ ଚାହିଁଥିଲା ମାହାଙ୍ଗା ପୁଲିସ। ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରି ଦେଇଛନ୍ତି ସାଲେପୁର ଏଡିଜେ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରୋଟେଷ୍ଟ ପିଟିସନ ବଳରେ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC। ଏହି ହତ୍ୟାକାଣ୍ଡରେ ୧୩ ନମ୍ବର ମୁଦାଲା ଥିବା ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ତଦନ୍ତ ପରିସରକୁ ଆଣି ସାନି ଚାର୍ଜସିଟ ଦାଖଲ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ତଳ କୋର୍ଟ। ଏହା ସହ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା ପିଏ ବାପି ବିଶ୍ୱାଳ, ମୃତ ପ୍ରଫୁଲ୍ଲ ବିଶ୍ୱାଳ ଓ ସ୍ଥାନୀୟ ବ୍ଲକ ଚେୟାରମ୍ୟାନ ଶରତ ନାୟକଙ୍କ ୩ ମାସର ସିଡିଆର ରିପୋର୍ଟ ମାଗିଥିଲେ କୋର୍ଟ।

କୋର୍ଟଙ୍କ ଏହି ନିର୍ଦ୍ଦେଶନାମା ବିରୋଧରେ ମାହାଙ୍ଗା ଥାନା ଆଇଆଇସି ସାଲେପୁର ଏଡିଜେଙ୍କ ଦ୍ୱାରସ୍ଥ ହୋଇ ରିଭିଜନ ପିଟିସନ ଫାଇଲ କରିଥିଲେ। ହେଲେ ଏହି ପିଟିସନକୁ ଖାରଜ କରି ଦେଇଛନ୍ତି ଏଡିଜେ। ଫଳରେ ମାହାଙ୍ଗା ପୁଲିସ୍‌ ଉପରେ କୋର୍ଟର ବଡ ପ୍ରହାର ବସିଥିବା ସୂଚନା ଦେଇଛନ୍ତି ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ।

ଗତ ଡିସେମ୍ବର ୨ ତାରିଖରେ ମାହାଙ୍ଗା ଆଇଆଇସିଙ୍କୁ ବ୍ୟକ୍ତିଗତ ହାଜିରା ହେବା ପାଇଁ ସାଲେପୁର ଜେଏମଏଫସି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୁଲିସ ହାଜିର ନ ହେବାରୁ ଡିସେମ୍ବର ୪ ତାରିଖରେ ତାଙ୍କୁ କାରଣ ଦର୍ଶାଇ ନୋଟିସ୍‌ ଜାରି କରିଥିଲେ କୋର୍ଟ। ଆଇଆଇସିଙ୍କ ବିରୋଧରେ କାହିଁକି ଶୃଙ୍ଖଳଗତ କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ଜବାବ୍ ଦେବା ପାଇଁ ନୋଟିସ କରିଥିଲେ ମାନ୍ୟବର ଅଦାଲତ। ଡିସେମ୍ବର ୧୦ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏପରିକି ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ପୁଲିସ୍‌ ମାଗିଥିବା ମାସେ ସମୟ ଅବଧି ପିଟିସନକୁ ଖାରଜ କରିଦେଇଥିଲେ ଜେଏମଏଫସି।

ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୪) ଓ ସଂପର୍କୀୟ ଦିବ୍ୟ ସିଂହ ବରାଳ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଥାନାରେ ଦିଆଇଥିବା ଏଫ୍‌ଆଇଆର୍‌ରେ ୧୩ ନମ୍ୱରେ ଥିଲା ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ। ହେଲେ ପରବର୍ତ୍ତି ସମୟରେ ତାଙ୍କ ନାଁକୁ ଏଫ୍‌ଆଇଆର୍‌ରୁ କାଟି ଦିଆଯାଇଥିଲା। ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ।

ଡବଲ ମର୍ଡର ମାମଲାରେ ପ୍ରୋଟେଷ୍ଟ ପିଟିସନର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ କରିବାକୁ ଅଗଷ୍ଟମାସରେ ମାହାଙ୍ଗା ଥାନା ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି। ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ୩ ମାସ ହେଲା କେବଳ ସମୟ ଗଡ଼ାଇ ଚାଲିଥିଲା ପୁଲିସ୍‌। ନା ଘଟଣାର ପୁନଃ ତଦନ୍ତ କରୁଥିଲା ନା ଚାର୍ଜସିଟ୍ ଦାଖଲ କରୁଥିଲା ପୁଲିସ୍‌। ଯେଉଁଥିପାଇଁ କୋର୍ଟ ମାହାଙ୍ଗା ଥାନା ଅଧିକାରୀଙ୍କୁ ଉତ୍ସନା କରିଥିଲେ। ଏପରିକି ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏଫ୍‌ଆଇଆର୍‌ରେ ୧୩  ନମ୍ବର ମୁଦାଲା ଭାବେ ସ୍ଥାନ ପାଇଥିବା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହି ଅଭିଯୋଗରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା ପିଏ ବାପି ବିଶ୍ୱାଳ, ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ମୃତ ପ୍ରଫୁଲ୍ଲ ବିଶ୍ୱାଳ ଓ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ସିଡିଆର ରିପୋର୍ଟ ନଭେମ୍ବର ୨୯ ତାରିଖରେ ସୁଦ୍ଧା କୋର୍ଟରେ ଦାଖଲ ପାଇଁ ମାହାଙ୍ଗା ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍‌ଏଫ୍‌ସି। ମାତ୍ର ପୁଲିସ୍‌ ରିପୋର୍ଟ ଦାଖଲ କରିବା ପରିବର୍ତ୍ତେ ବାହାନା ଖୋଜି ଚାଲିଛି । ଏବଂ ବାରମ୍ବାର କୋର୍ଟ ଦ୍ୱାରା ତାଗିଦ ମଧ୍ୟ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story