ମାଲକାନଗିରିରେ ପୁଣି ଜଣଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ମାଓବାଦୀମାନେ ପୁଣି ଜଣଙ୍କୁ ଅପହରଣ କରି ନେଇଛନ୍ତି। ଅପହୃତ ହୋଇଥିବା ବ୍ୟକ୍ତିଙ୍କ ନାମ ଭୀମା। ତାଙ୍କ ଘର ମାଥିଲି ଥାନା ଅନ୍ତର୍ଗତ ଦଣ୍ଡିପଦରରେ। ଆଜି ସନ୍ଧ୍ୟାରେ ମାଓବାଦୀମାନେ ତାଙ୍କୁ ଅପହରଣ କରିଥିବା ସୂଚନା ମିଳିଛି। ପୋଲିସ୍ ଇନଫର୍ମର ସନ୍ଦେହରେ ତାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ତିନି ଦିନ ତଳେ ମଧ୍ୟ ମାଲକାନଗିରିରେ ମାଓବାଦୀମାନେ ୨ଜଣଙ୍କୁ ଅପହରଣ କରି ନେଇଥିଲେ। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଗତ ଶୁକ୍ରବାର କୁମାରପଲ୍ଲୀ ପଞ୍ଚାୟତ ମୁଣ୍ଡାଗୁଡା […]

maoist

maoist

Rakesh Mallick
  • Published: Tuesday, 20 October 2015
  • Updated: 20 October 2015, 04:56 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ମାଓବାଦୀମାନେ ପୁଣି ଜଣଙ୍କୁ ଅପହରଣ କରି ନେଇଛନ୍ତି। ଅପହୃତ ହୋଇଥିବା ବ୍ୟକ୍ତିଙ୍କ ନାମ ଭୀମା। ତାଙ୍କ ଘର ମାଥିଲି ଥାନା ଅନ୍ତର୍ଗତ ଦଣ୍ଡିପଦରରେ। ଆଜି ସନ୍ଧ୍ୟାରେ ମାଓବାଦୀମାନେ ତାଙ୍କୁ ଅପହରଣ କରିଥିବା ସୂଚନା ମିଳିଛି। ପୋଲିସ୍ ଇନଫର୍ମର ସନ୍ଦେହରେ ତାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି।

ତିନି ଦିନ ତଳେ ମଧ୍ୟ ମାଲକାନଗିରିରେ ମାଓବାଦୀମାନେ ୨ଜଣଙ୍କୁ ଅପହରଣ କରି ନେଇଥିଲେ। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଗତ ଶୁକ୍ରବାର କୁମାରପଲ୍ଲୀ ପଞ୍ଚାୟତ ମୁଣ୍ଡାଗୁଡା ଗାଁର ଡମ୍ବରୁ ଶଗଡିଆ ଓ ସିନା ମାଢ଼ୀଙ୍କୁ ଅପହରଣ କରି ନେଇଥିଲେ। ସିନା ଶନିବାର ମାଓବାଦୀଙ୍କ କବଳରୁ ଖସି ଆସିଥିଲେ । ତେବେ ରବିବାର ଦିନ ଡମ୍ବରୁଙ୍କ ମୃତଦେହ କଂସାରିପୁଟ ଛକରୁ ମିଳିଥିଲା। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ଗଳାକାଟି ହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story