ଟ୍ରକ୍‌ ପଛରେ ପିଟି ହେଲା କାର୍‌: ସ୍ୱାମୀଙ୍କ ମୃତ୍ୟୁ, ସ୍ତ୍ରୀ ଗୁରୁତର

ପାରାଦୀପ (ରମାକାନ୍ତ ନାୟକ): କଟକ-ପାରାଦୀପ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଶ୍ରୀରାମ ସାହୁ ହେଉଛନ୍ତି ପାରାଦୀପର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଏକମାତ୍ର ପୁଅ। ସୂଚନା ଅନୁଯାୟୀ, କିଛି ମାସ ତଳେ ବିବାହ କରିଥିବା ଶ୍ରୀକାନ୍ତ ତାଙ୍କ ପତ୍ନୀଙ୍କୁ ନେଇ ଦାରିଙ୍ଗବାଡ଼ି ଓ ଅନ୍ୟ କିଛି ସ୍ଥାନକୁ ବୁଲାବୁଲି କରିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଗାଁ ଜଗତସିଂହପୁରର ଆଶ୍ରମପାଟଣାକୁ […]

car

car

Jitendra Garnayak
  • Published: Monday, 11 January 2021
  • Updated: 13 January 2021, 02:18 PM IST

Sports

Latest News

ପାରାଦୀପ (ରମାକାନ୍ତ ନାୟକ): କଟକ-ପାରାଦୀପ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଶ୍ରୀରାମ ସାହୁ ହେଉଛନ୍ତି ପାରାଦୀପର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଏକମାତ୍ର ପୁଅ।

ସୂଚନା ଅନୁଯାୟୀ, କିଛି ମାସ ତଳେ ବିବାହ କରିଥିବା ଶ୍ରୀକାନ୍ତ ତାଙ୍କ ପତ୍ନୀଙ୍କୁ ନେଇ ଦାରିଙ୍ଗବାଡ଼ି ଓ ଅନ୍ୟ କିଛି ସ୍ଥାନକୁ ବୁଲାବୁଲି କରିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଗାଁ ଜଗତସିଂହପୁରର ଆଶ୍ରମପାଟଣାକୁ ଯାଇଥିଲେ। ସେଠାରୁ ଆଜି ସକାଳେ କାର ଯୋଗ ପାରାଦୀପ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। କାର୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି ଓ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଶ୍ରୀରାମ ସାହୁ ପାରାଦୀପରେ ସପରିବାରେ ରହନ୍ତି। ଶ୍ରୀକାନ୍ତ ବାହାରେ ଚାକିରି କରୁଥିଲେ। କିନ୍ତୁ ଲକ୍‌ଡାଉନ୍‌ ପରେ ପାରାଦୀପ ଫେରି ଆସି ବାପାଙ୍କ ବ୍ୟବସାୟ କଥା ବୁଝୁଥିଲେ।

ଅଧିକ ପଢ଼ନ୍ତୁ : ସାଇକେଲ ଚାଳକକୁ ବଞ୍ଚାଇବାକୁ ଯାଇ ଓଲଟିଲା ପୁଲିସ୍‌ ଭ୍ୟାନ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story