/odisha-reporter/media/media_files/2026/03/02/firing-2026-03-02-16-25-32.jpg)
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଥାନା ଅନ୍ତର୍ଗତ ସୁଣ୍ଡିବାଙ୍କ ଗ୍ରାମ ନିକଟରେ ଆଜି ଫୁଟିଛି ଗୁଳି। ଏଥିରେ ଆହତ ହୋଇଛନ୍ତି ଅରଖପୁର ଗ୍ରାମର ସାଗର ବେହେରା।
Advertisment
ଆଜି ସକାଳେ ପ୍ରାୟ ସାଢେ଼ ୮ଟାରେ ଦୁଇ ଜଣ ଯୁବକ ଆସି ଗୁଳି କରିଥିବା ସାଗର କହିଛନ୍ତି। ତାଙ୍କର ଡାହାଣ ଗୋଡ଼ରେ ୨ଟି ଗୁଳି ବାଜିଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଆଶୁ ଚିକିତ୍ସା ବିଭାଗରେ ତାଙ୍କର ଚିକିତ୍ସା ଚାଲିଛି।
ଗତମାସରେ କଟକରେ ସାଙ୍ଗମାନଙ୍କ ମଧ୍ୟରେ ଥଟ୍ଟାମଜା ଓ ପରେ ଯୁକ୍ତିତର୍କରୁ ଫୁଟିଥିଲା ଗୁଳି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। କଟକ ପ୍ରେସ କଲୋନୀ ଘଟିଥିବା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇସାରିଛି। ପୁଲିସ୍ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
