ମେମୋରୀ ଚିପ୍‌ ପାଇଁ ଶର୍ମିଷ୍ଠାଙ୍କୁ ମାନସ ମାଗିଥିଲେ ୧୦ ହଜାର ଟଙ୍କା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେମୋରୀ ଚିପ୍‌ ପାଇଁ ସଂପୂର୍ଣ୍ଣ ୱେବ୍‌ ପୋର୍ଟାଲ୍‌ର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ୧୦ ହଜାର ଟଙ୍କା ମାଗିଥିଲେ! ଆଜି ଏପରି ଚାଞ୍ଚଲ୍ୟକର ବୟାନ୍‌ ଦେଇଛି କ୍ରାଇମବ୍ରାଞ୍ଚ। ଦ୍ୱିତୀୟ ଥର ପାଇଁ ଶର୍ମିଷ୍ଠା ଓ ଝୁନା ଭୋଇକୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ଜେରା କରିବା ବେଳେ ଏପରି ତଥ୍ୟ ହାତେଇଛି। ତେବେ ମେମୋରୀ ଚିପ୍‌ କେଉଁଠି ରହିଛି? ତାହାର ପତ୍ତା ପାଇନି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଜାରି କରିଥିବା ପ୍ରେସ୍‌ରିଲିଜ୍‌ରୁ ଜଣାପଡ଼ିଛି, ସଂପୂର୍ଣ୍ଣ ୱେବ୍‌ […]

Sarmista Rout

Sarmista Rout

Manoranjan Sial
  • Published: Wednesday, 06 April 2022
  • Updated: 06 April 2022, 07:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେମୋରୀ ଚିପ୍‌ ପାଇଁ ସଂପୂର୍ଣ୍ଣ ୱେବ୍‌ ପୋର୍ଟାଲ୍‌ର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ୧୦ ହଜାର ଟଙ୍କା ମାଗିଥିଲେ! ଆଜି ଏପରି ଚାଞ୍ଚଲ୍ୟକର ବୟାନ୍‌ ଦେଇଛି କ୍ରାଇମବ୍ରାଞ୍ଚ। ଦ୍ୱିତୀୟ ଥର ପାଇଁ ଶର୍ମିଷ୍ଠା ଓ ଝୁନା ଭୋଇକୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ଜେରା କରିବା ବେଳେ ଏପରି ତଥ୍ୟ ହାତେଇଛି। ତେବେ ମେମୋରୀ ଚିପ୍‌ କେଉଁଠି ରହିଛି? ତାହାର ପତ୍ତା ପାଇନି କ୍ରାଇମବ୍ରାଞ୍ଚ।

କ୍ରାଇମବ୍ରାଞ୍ଚ ଜାରି କରିଥିବା ପ୍ରେସ୍‌ରିଲିଜ୍‌ରୁ ଜଣାପଡ଼ିଛି, ସଂପୂର୍ଣ୍ଣ ୱେବ୍‌ ପୋର୍ଟାଲ୍‌ର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ପାଖରେ କ୍ୟାମେରାମ୍ୟାନ୍‌ ଭାବେ କାମ କରୁଥିଲେ ମାନସ ସ୍ୱାଇଁ। ସେ ଜାନୁଆରୀ ୧୦ ତାରିଖ ପରଠାରୁ ଦୟାଲ ଆଶ୍ରମରେ ରହୁଥିଲେ। ଜାନୁଆରୀ ୩୦ ତାରିଖରେ ମାନସଙ୍କୁ ଶର୍ମିଷ୍ଠା ଓ ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ବିଭାଗର (ଟେକ୍ନିକାଲ୍‌) ନିର୍ଦ୍ଦେଶକ ନିରଞ୍ଜନ ସେଠୀ ସଂପୂର୍ଣ୍ଣ ଅଫିସକୁ ଡାକିଥିଲେ। ସେଠାରେ ତାଙ୍କୁ ଉଭୟ ମେମୋରୀ ଚିପ୍‌ ଓ ଶୁଟିଂ ହୋଇଥିବା ଭିଡିଓ ମାଗିବା ସହ ମାଡ଼ ମାରିଥିଲେ। ସଂପୂର୍ଣ୍ଣ ଅଫିସରେ ମାଡ଼ ମାରିବା ପରେ ତାଙ୍କୁ ସେଠାରୁ ଦୟାଲ ଆଶ୍ରମ ନେଇ ଯାଇଥିଲେ। ଦୟାଲ ଆଶ୍ରମରେ ମାନସଠାରୁ ତାଙ୍କ କ୍ୟାମେରା ଛଡ଼ାଇ ନେଇଥିଲେ। ଘଟଣାର ପରଦିନ ମାନସ ଦୟାଲ ଆଶ୍ରମ ଛାଡ଼ି ଅନ୍ୟତ୍ର ରହୁଥିଲେ। ଅନ୍ୟତ୍ର ରହିବା ପରେ ଶର୍ମିଷ୍ଠାଙ୍କଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ। ମେମୋରୀ ଚିପ୍‌ ଫେରାଇବା ପାଇଁ ୧୦ ହଜାର ଟଙ୍କା ଓ କ୍ୟାମେରା ଦାବି କରିଥିଲେ। ପରେ ୫ ତାରିଖରେ ମାନସ ଚାନ୍ଦବାଲି ଯାଇଥିବା ବେଳେ ଅପହୃତ ହୋଇଥିଲେ। ତଦନ୍ତ ଅନୁସାରେ ଶେଷ ପର୍ଯ୍ୟନ୍ତ ମାନସଙ୍କ ପାଖରେ ଥିଲା ଚିପ୍‌। ମାନସଙ୍କ ଘର ସହ ବିଭିନ୍ନ ଜାଗାରେ ସର୍ଚ୍ଚ କରିଥିଲେ ମଧ୍ୟ  ଚିପ୍‌ ମିଳିନି ବୋଲି କ୍ରାଇମବ୍ରାଞ୍ଚ ପ୍ରେସ୍‌ ରିଲିଜ୍‌ରେ ଦର୍ଶାଇଛି।

ମେମୋରୀ ଚିପ୍‌ ପାଇବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ଭୁବନେଶ୍ୱରରେ ମାନସ ରହୁଥିବା ଦୁଇ ସ୍ଥାନ ଓ ନୟାଗଡ଼ର ରଣପୁରରେ ଖୋଜିଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ମେମୋରୀ ଚିପ୍‌ ବିଷୟରେ କ୍ରାଇମବ୍ରାଞ୍ଚ ତଥ୍ୟ ପାଇନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି ମାନସ କେଉଁଠି ରଖିଲେ ମେମୋରୀ ଚିପ୍‌? ସେହି ମେମୋରୀ ଚିପ୍‌ରେ କଣ ରହିଛି? ଯାହା ଆଲୋଚନା ହେଉଛି, ସେଥିରେ ଅଶ୍ଲୀଳ ଭିଡିଓ ନାହିଁ!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story