କେନ୍ଦ୍ରକୁ ଫେରିବେ ମନୋରଞ୍ଜନ ପାଣିଗ୍ରାହୀ, ବିଶାଳ ଦେବ ସଂସ୍କୃତି ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ୫ବର୍ଷିଆ ଡେପୁଟେସନ ଅବଧି ଶେଷ ହେବାପରେ ତାଙ୍କୁ ନିଜ କ୍ୟାଡ଼ରକୁ ରାଜ୍ୟ ସରକାର ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସ୍ଥାନରେ ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ଅତିରିକ୍ତ ଭାବେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ନ୍ୟସ୍ତ କରିବେ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇଆରଏସ୍ ଅଧିକାରୀ […]

manoranjan

manoranjan

Manoranjan Sial
  • Published: Friday, 31 July 2020
  • Updated: 05 January 2022, 01:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ୫ବର୍ଷିଆ ଡେପୁଟେସନ ଅବଧି ଶେଷ ହେବାପରେ ତାଙ୍କୁ ନିଜ କ୍ୟାଡ଼ରକୁ ରାଜ୍ୟ ସରକାର ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସ୍ଥାନରେ ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ଅତିରିକ୍ତ ଭାବେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ନ୍ୟସ୍ତ କରିବେ।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇଆରଏସ୍ ଅଧିକାରୀ ଶ୍ରୀ ପାଣିଗ୍ରାହୀ ଓଡ଼ିଶା ସରକାରକୁ ୫ବର୍ଷିଆ ଡେପୁଟେସନରେ ଆସିଥିଲେ। ତାଙ୍କର ଡେପୁଟେସନ ଅବଧି ୨୦୧୫ ଅଗଷ୍ଟ ୫ରୁ ଆରମ୍ଭ ହୋଇ ୨୦୨୦ ଅଗଷ୍ଟ ୪ତାରିଖରେ ଶେଷ ହେବ। ତାଙ୍କର କାର୍ଯ୍ୟକାଳ ସରିବା ପରେ ତାଙ୍କୁ ତାଙ୍କ ନିଜ କ୍ୟାଡ଼ରକୁ ଫେରାଇ ଦିଆଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ତାଙ୍କ ସ୍ଥାନରେ ବିଶାଳ ଦେବ ଆସନ୍ତା ଅଗଷ୍ଟ ୫ତାରିଖରୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ତୁଲାଇବେ ବୋଲି ଦୁଇଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story