ମ୍ୟାଟ୍ରିକ୍ ଖାତା ଦେଖା ସ୍ଥଗିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୧ ତାରିଖରୁ ମ୍ୟାଟ୍ରିକ୍ ଖାତା ଦେଖା ହେବ ବୋଲି ଗତକାଲି ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ସ୍ଥଗିତ କରି ଦିଆଯାଇଛି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ବାତ୍ୟା ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ଖାତା ଦେଖା ନେଇ ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ପୂର୍ବରୁ ମେ’ ୨୦ ତାରିଖରୁ ମ୍ୟାଟ୍ରିକ୍ ଖାତା ଦେଖା […]

samir

samir

Jitendra Garnayak
  • Published: Tuesday, 19 May 2020
  • Updated: 19 May 2020, 10:22 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୧ ତାରିଖରୁ ମ୍ୟାଟ୍ରିକ୍ ଖାତା ଦେଖା ହେବ ବୋଲି ଗତକାଲି ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ସ୍ଥଗିତ କରି ଦିଆଯାଇଛି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ବାତ୍ୟା ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ଖାତା ଦେଖା ନେଇ ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

ପୂର୍ବରୁ ମେ’ ୨୦ ତାରିଖରୁ ମ୍ୟାଟ୍ରିକ୍ ଖାତା ଦେଖା ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଏହା ପରେ ଏହାକୁ ୨୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

କାରୋନା ଓ ଲକ୍‌ଡାଉନ୍‌ ଯୋଗୁ ଏଥର ମ୍ୟାଟ୍ରିକ୍ ଖାତା ଦେଖାରେ ଅହେତୁକ ବିଳମ୍ବ ହୋଇଛି। ଖାତା ଦେଖିବାକୁ ପ୍ରଥମେ ୧୭ ହଜାର ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ପରେ ଆବଶ୍ୟକତା ଦୃଷ୍ଟିରୁ ଆଉ ୬ ହଜାରଙ୍କୁ ଏହି ଦାୟିତ୍ୱରେ ସାମିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story