ମ୍ୟାଟ୍ରିକ୍‌ ଟପ୍ପରଙ୍କୁ ସମ୍ୱର୍ଦ୍ଧନା

ବାଲିଗୁଡ଼ା (ଅଜିତ ନାୟକ): ଚଳିତମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ଟପ୍ପର ହୋଇଛନ୍ତି ମିନାକ୍ଷୀ ମଲ୍ଲିକ। ତାଙ୍କ ପାଖକୁ ଏବେ ଚାରିଆଡୁ ସମ୍ବର୍ଦ୍ଧନାର ସୁଅ ଛୁଟିବାରେ ଲାଗିଛି। ଆଜି କନ୍ଧମାଳ ପିପୁଲସ ଫରୋମର ଏକ ଟିମ୍ ଗୁଇବନ୍ଧ ଗାଁକୁ ଯାଇ ମିନାକ୍ଷୀ ଓ ତାଙ୍କ ପରିବାର ଲୋକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ମିନାକ୍ଷୀ ମଲ୍ଲିକ ଅନେକ ଅଭାବ ଅସୁବିଧା ସମ୍ମୁଖୀନ ହୋଇ ପାଠ ପଢ଼ିଛନ୍ତି। ପରିଶ୍ରମ କରିଥିବାରୁ ଆଜି […]

kandhamala

kandhamala

Manoranjan Sial
  • Published: Friday, 31 July 2020
  • Updated: 31 July 2020, 08:39 PM IST

Sports

Latest News

ବାଲିଗୁଡ଼ା (ଅଜିତ ନାୟକ): ଚଳିତମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ଟପ୍ପର ହୋଇଛନ୍ତି ମିନାକ୍ଷୀ ମଲ୍ଲିକ। ତାଙ୍କ ପାଖକୁ ଏବେ ଚାରିଆଡୁ ସମ୍ବର୍ଦ୍ଧନାର ସୁଅ ଛୁଟିବାରେ ଲାଗିଛି। ଆଜି କନ୍ଧମାଳ ପିପୁଲସ ଫରୋମର ଏକ ଟିମ୍ ଗୁଇବନ୍ଧ ଗାଁକୁ ଯାଇ ମିନାକ୍ଷୀ ଓ ତାଙ୍କ ପରିବାର ଲୋକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ମିନାକ୍ଷୀ ମଲ୍ଲିକ ଅନେକ ଅଭାବ ଅସୁବିଧା ସମ୍ମୁଖୀନ ହୋଇ ପାଠ ପଢ଼ିଛନ୍ତି। ପରିଶ୍ରମ କରିଥିବାରୁ ଆଜି ସେ ସଫଳତା ପାଇଛନ୍ତି। ଆଉ କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସାରା ଜିଲ୍ଲା ଗୌରାବନ୍ୱିତ।

ଆଗାମୀ ଦିନରେ ମିନାକ୍ଷୀଙ୍କ ପାଠ ପଢିବା ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କନ୍ଧମାଳ ପିପୁଲସ ଫରୋମର ସଭାପତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story