ଏଣିକି କରୋନା ସଂକ୍ରମିତ ଚିହ୍ନଟ ହେଲେ ସମ୍ପୂର୍ଣ୍ଣ କୋଠା କି ଅଫିସ୍ ବନ୍ଦ ହେବନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କର୍ମସ୍ଥଳ(ୱାର୍କ ପ୍ଲେସ)ରେ ସଂକ୍ରମଣ ବ୍ୟାପିବାକୁ ପ୍ରତିହତ ନିମନ୍ତେ ରାଜ୍ୟ ସରକାର ଆଜି ଏକ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଯଦି କୌଣସି ସ୍ଥାନରେ ଗୋଟିଏ ଅବା ଦୁଇଟି ସଂକ୍ରମିତ ଚିହ୍ନଟ ହେବେ ତା’ହେଲେ ସମ୍ପୃକ୍ତ ରୋଗୀ ୪୮ଘଣ୍ଟା ମଧ୍ୟରେ ବୁଲିଥିବା ସ୍ଥାନକୁ ସଂକ୍ରମଣମୁକ୍ତ କରାଯିବ। ସେଥିପାଇଁ ସମ୍ପୂର୍ଣ୍ଣ କୋଠା କିମ୍ବା ଅଫିସକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ଆବଶ୍ୟକତା ନାହିଁ ବୋଲି ରାଜ୍ୟ ସରକାର […]

corona-36

corona-36

Manoranjan Sial
  • Published: Tuesday, 30 June 2020
  • Updated: 30 June 2020, 09:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କର୍ମସ୍ଥଳ(ୱାର୍କ ପ୍ଲେସ)ରେ ସଂକ୍ରମଣ ବ୍ୟାପିବାକୁ ପ୍ରତିହତ ନିମନ୍ତେ ରାଜ୍ୟ ସରକାର ଆଜି ଏକ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଯଦି କୌଣସି ସ୍ଥାନରେ ଗୋଟିଏ ଅବା ଦୁଇଟି ସଂକ୍ରମିତ ଚିହ୍ନଟ ହେବେ ତା’ହେଲେ ସମ୍ପୃକ୍ତ ରୋଗୀ ୪୮ଘଣ୍ଟା ମଧ୍ୟରେ ବୁଲିଥିବା ସ୍ଥାନକୁ ସଂକ୍ରମଣମୁକ୍ତ କରାଯିବ। ସେଥିପାଇଁ ସମ୍ପୂର୍ଣ୍ଣ କୋଠା କିମ୍ବା ଅଫିସକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ଆବଶ୍ୟକତା ନାହିଁ ବୋଲି ରାଜ୍ୟ ସରକାର ଏହି ଗାଇଡଲାଇନରେ ସ୍ପଷ୍ଟ କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଜାରି ଗାଇଡଲାଇନ୍ ଅନୁସାରେ, ଯଦି କୌଣସି ଅଫିସରେ ଜଣେ କିମ୍ବା ଦୁଇଜଣ ସଂକ୍ରମିତ ଚିହ୍ନଟ ହେବେ ତା’ହେଲେ ସେହି ରୋଗୀ ୪୮ଘଣ୍ଟା ମଧ୍ୟରେ ଯାଇଥିବା ସ୍ଥାନକୁ ସଂକ୍ରମଣମୁକ୍ତ କରାଯିବ। ସେଥିପାଇଁ ସମଗ୍ର ଅଫିସ୍ କୋଠା କିମ୍ବା କାର୍ଯ୍ୟସ୍ଥଳରେ କାର୍ଯ୍ୟ ବନ୍ଦ କରିବାର ଆବଶ୍ୟକତା ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁସାରେ ସମ୍ପୃକ୍ତ ଅଂଚଳକୁ ସଂକ୍ରମଣମୁକ୍ତ ବା ସାନିଟାଇଜ୍ କରାଯିବା ପରେ ପୂର୍ବ ଭଳି କାର୍ଯ୍ୟ କରାଯାଇପାରିବ। ଯଦି ଗୋଟିଏ ସ୍ଥାନରୁ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥାନ୍ତି, ତା’ହେଲେ ସମ୍ପୂର୍ଣ୍ଣ କୋଠା ବା ଅପିସକୁ ୪୮ଘଣ୍ଟା ପାଇଁ ବନ୍ଦ କରି ତାକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯିବ। ସେହି କୋଠାଟି ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ ହେବାପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ନିଜ ଘରୁ ରହି କାମ କରିବେ। ଅଫିସକୁ କିଭଳି ସଂକ୍ରମଣମୁକ୍ତ ବା ସାନିଟାଇଜ୍ କରାଯିବ ସେ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବହୁ ପୂର୍ବରୁ ଆବଶ୍ୟକ ଗାଇଡଲାଇନ୍ ଜାରି ହୋଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଅଫିସ୍ ଓ କର୍ମସ୍ଥଳରେ କରିଡର, ଲିଫ୍ଟ, ପାହାଚ, ପାର୍କିଂ ସ୍ଥଳୀ, କାଫେଟିରିଆ, ବୈଠକ ରୁମ୍ ଓ ସମ୍ମିଳନୀ ହଲ୍ ଆଦି ସ୍ଥାନରେ ସଂକ୍ରମଣ ଶୀଘ୍ର ବ୍ୟାପିବାର ଆଶଙ୍କା ରହିଛି। ତେଣୁ କର୍ମସ୍ଥଳରେ କର୍ମଚାରୀମାନେ ପରସ୍ପରଠୁ ସର୍ବଦା ୬ଫୁଟ ଦୂରତ୍ୱ ଅବଲମ୍ବନ, ବାଧ୍ୟତାମୂଳକ ମାସ୍କ ପିନ୍ଧିବା, ନିୟମିତ ଭାବେ ସାବୁନରେ ୪୦ରୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା, ସାନିଟାଇଜରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ପରିଷ୍କାର କରିବା, ଥଣ୍ଡା-କାଶ ଓ ଜ୍ୱର ଭଳି ଫ୍ଲୁ ଲକ୍ଷଣ ଦେଖାଦେଲେ ଟୋଲ୍ ଫ୍ରି ନମ୍ବର-୧୦୪କୁ ଜଣାଇବା ସହ ଡାକ୍ତରୀ ପରାମର୍ଶ ସଙ୍ଗେସଙ୍ଗେ ନିଜର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାକୁ ଏହି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story