ଉପାନ୍ତ ନୁହେଁ ଏଥର ରାଜଧାନୀ: ୩ ଛାତ୍ରୀ ଗର୍ଭବତୀ ଖବରକୁ ନେଇ ହଇଚଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଚର୍ଚ୍ଚାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଛାତ୍ରୀ ନିବାସ।  ହେଲେ ଏଥର ଆଦିବାସୀ ଅଧ୍ୟୁଷିତ ଇଲାକା ନୁହେଁ, ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଥିବା ଛାତ୍ରୀନିବାସକୁ ନେଇ ଚାଲିଛି ଚର୍ଚ୍ଚା। କାହିଁକି ନା ପ୍ରେଗ୍ନାନ୍ସି କିଟ୍ ଯୋଗେ ରାଜଧାନୀର କେତେକ ଛାତ୍ରୀନିବାସରେ କରାଯାଇ ଥିବା ସ୍ୱାସ୍ଥ୍ୟ ପରୀକ୍ଷାରୁ ୩ ଜଣଙ୍କ ଠାରେ ରିପୋର୍ଟ ପଜିଟିଭ୍ ବାହାରିଛି। ତେବେ ହଷ୍ଟେଲ୍ କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କନ୍ଧମାଳ, ମୟୂରଭଞ୍ଜ ହେଉ […]

890-1

890-1

Tapas Behera
  • Published: Sunday, 30 June 2019
  • Updated: 30 June 2019, 07:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଚର୍ଚ୍ଚାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଛାତ୍ରୀ ନିବାସ।  ହେଲେ ଏଥର ଆଦିବାସୀ ଅଧ୍ୟୁଷିତ ଇଲାକା ନୁହେଁ, ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଥିବା ଛାତ୍ରୀନିବାସକୁ ନେଇ ଚାଲିଛି ଚର୍ଚ୍ଚା। କାହିଁକି ନା ପ୍ରେଗ୍ନାନ୍ସି କିଟ୍ ଯୋଗେ ରାଜଧାନୀର କେତେକ ଛାତ୍ରୀନିବାସରେ କରାଯାଇ ଥିବା ସ୍ୱାସ୍ଥ୍ୟ ପରୀକ୍ଷାରୁ ୩ ଜଣଙ୍କ ଠାରେ ରିପୋର୍ଟ ପଜିଟିଭ୍ ବାହାରିଛି। ତେବେ ହଷ୍ଟେଲ୍ କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

କନ୍ଧମାଳ, ମୟୂରଭଞ୍ଜ ହେଉ ଅବା ଢେଙ୍କାନାଳ। ଏସ୍‌ସି ଏସ୍‌ଟି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟ ଓ ଛାତ୍ରୀ ନିବାସରେ ଯୌନ ଶୋଷଣ, କୁମାରୀ ମାତୃତ୍ୱର ଏଭଳି ଲଜ୍ଜାଜନକ ଖବର ଏବେ ଖୋଦ୍ ରାଜଧାନୀରେ। ନିଶ୍ଚୟ ପ୍ରେଗ୍ନାନ୍ସି କିଟ୍ ଟେଷ୍ଟରୁ ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ହଷ୍ଟେଲରେ ରହି ପଢୁଥିବା ୩ ଜଣ ହାଇସ୍କୁଲ ଛାତ୍ରୀ ଗର୍ଭବତୀ ଥିବାର ପ୍ରାଥମିକ ରିପୋର୍ଟ ଆସିଛି।

ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଗତ ୨୮ ତାରିଖରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷଣ ଦଳ ଏକ ନିର୍ଦ୍ଦିଷ୍ଟ ହଷ୍ଟେଲରେ ୧୦୧ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା । ଆଉ ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରୀଙ୍କ ପ୍ରେଗ୍ନାନ୍ସି ରିପୋର୍ଟ ପଜିଟିଭ୍ ବାହାରିଥିଲା। ଯାହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି। ଘଟଣା ସଂପର୍କରେ ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକଙ୍କୁ ଜଣାଇଦିଆଯିବା ସହ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷଣ ଦଳର ପ୍ରାଥମିକ ରିପୋର୍ଟ ଏବଂ କିଟ୍‌କୁ ଅଧିକ ପରୀକ୍ଷା ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଯାଇଥିବାର ତଥ୍ୟ 'ଓଡ଼ିଶା ରିପୋର୍ଟର'ର ହସ୍ତଗତ ହୋଇଛି। ହେଲେ ସଂପୃକ୍ତ ହଷ୍ଟେଲ୍ କର୍ତ୍ତୃପକ୍ଷ ଏଭଳି ଘଟଣାକୁ ଅସ୍ୱୀକାର କରିବା ସହ କିଟ୍‌ରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି।

ତେବେ ସତ ପ୍ରକୃତରେ କଣ? ତ୍ରୁଟିପୂର୍ଣ୍ଣ କିଟ୍ ପାଇଁ ବଦ୍‌ନାମ ହେଉଛନ୍ତି କି ନିରୀହ ଛାତ୍ରୀ ? ନା, ମାମଲାକୁ ଚପାଇ ଦେବାକୁ ଚାଲିଛି ଉଦ୍ୟମ ? ଅଭିଯୋଗ ହେଉଛି, କେବଳ ଏଇ ନିର୍ଦ୍ଦିଷ୍ଟ ହଷ୍ଟେଲ୍ ନୁହେଁ, ସ୍ୱାସ୍ଥ୍ୟ ପରୀକ୍ଷାରୁ ରାଜଧାନୀର ବହୁ ଆବାସିକ ଆଶ୍ରମ ସ୍କୁଲ ଏବଂ ହଷ୍ଟେଲରେ ଏକାଧିକ ଛାତ୍ରୀଙ୍କ ଠାରେ ପ୍ରେଗ୍ନାନ୍ସି କିଟ୍ ଟେଷ୍ଟରେ ପଜିଟିଭ୍ ଆସିଛି। କିନ୍ତୁ ଏସବୁକୁ ଚପାଇ ଦିଆଯିବାକୁ ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି। ସେପଟେ ଏଭଳି ସମ୍ବେଦନଶୀଳ ଘଟଣାର ଉପଯୁକ୍ତ ତଦନ୍ତ ସହ, ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାମାଜିକ କର୍ମୀ।

ରାଜ୍ୟର ଆଶ୍ରମ ସ୍କୁଲ ଓ ହଷ୍ଟେଲରେ ଯୌନ ଶୋଷଣ ଓ କୁମାରୀ ମାତୃତ୍ୱ ଭଳି ଘଟଣା କ୍ରମାଗତ ଭାବେ ବଢ଼ିଚାଲିଛି । ବିଧାନସଭାରେ ବି ବହୁବାର ଏ ପ୍ରସଙ୍ଗ ଉଠିଛି। ଏପରିକି ୨୦୧୮ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟରେ ଆଶ୍ରମ ସ୍କୁଲ ଓ ହଷ୍ଟେଲ୍ ଗୁଡ଼ିକରେ ୨୯ଟି ଦୁଷ୍କର୍ମ ଓ ଅସଦାଚରଣ ମାମଲା ଘଟିଥିବା ନେଇ ଗୃହରେ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ସ୍ୱୀକାର ବି କରିଛନ୍ତି । ତା’ସତ୍ତ୍ୱେ ଏଭଳି ଲଜ୍ଜାଜନକ ଘଟଣା ରୋକାଯାଇ ନପାରିବା ଉଦ୍‌ବେଗ ସୃଷ୍ଟି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story