‘ମୁଁ ଜନମ ଦେଇଛି ମାନେ କଣ କରମ ଦେଇଛି? ଯଦି ସେ ଦୋଷ କରିଛି, ଦଣ୍ଡ ପାଉ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଁ ଜନମ ଦେଇଛି ମାନେ କ’ଣ କରମ ଦେଇଛି? ଯଦି ସେ ଦୋଷ କରିଥିବ, ତାହାହେଲେ ଦଣ୍ଡ ପାଉ। ଜୀବନରେ କେବେ ଥାନା ଦୁଆର ମାଣ୍ଡିନଥିଲି। ଏ ବୟସରେ ଥାନାକୁ ଯାଉଛି। ନାନା ଲୋକଙ୍କଠାରୁ ନାନା କଥା ଶୁଣୁଛି। ଆଜି ଏମିତି ଧିକ୍କାର କରୁଛନ୍ତି ଶର୍ମିଷ୍ଠା ରାଉତଙ୍କ ମାଆ। ସେ କହିଛନ୍ତି, ନିରଞ୍ଜନ ସେଠୀଙ୍କ କଥାରେ ପୁଅ ପରମେଶ୍ୱର ଟଙ୍କା ଦେଇଥିଲା। ପୁଅକୁ ଶର୍ମିଷ୍ଠା ନିଜେ ଟଙ୍କା ମାଗିନି। ଫୋନ କରି ଭଉଣୀ […]

Sarmistha Rout

Sarmistha Rout

Manoranjan Sial
  • Published: Friday, 25 March 2022
  • Updated: 25 March 2022, 06:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଁ ଜନମ ଦେଇଛି ମାନେ କ’ଣ କରମ ଦେଇଛି? ଯଦି ସେ ଦୋଷ କରିଥିବ, ତାହାହେଲେ ଦଣ୍ଡ ପାଉ। ଜୀବନରେ କେବେ ଥାନା ଦୁଆର ମାଣ୍ଡିନଥିଲି। ଏ ବୟସରେ ଥାନାକୁ ଯାଉଛି। ନାନା ଲୋକଙ୍କଠାରୁ ନାନା କଥା ଶୁଣୁଛି। ଆଜି ଏମିତି ଧିକ୍କାର କରୁଛନ୍ତି ଶର୍ମିଷ୍ଠା ରାଉତଙ୍କ ମାଆ।

ସେ କହିଛନ୍ତି, ନିରଞ୍ଜନ ସେଠୀଙ୍କ କଥାରେ ପୁଅ ପରମେଶ୍ୱର ଟଙ୍କା ଦେଇଥିଲା। ପୁଅକୁ ଶର୍ମିଷ୍ଠା ନିଜେ ଟଙ୍କା ମାଗିନି। ଫୋନ କରି ଭଉଣୀ ଅସୁବିଧାରେ ଥିବା କହି ଟଙ୍କା ପଠାଇବାକୁ କହିଥିଲେ। ନିରଞ୍ଜନ ସେଠୀଙ୍କ କଥାରେ ପଡ଼ି ମୋ ପୁଅ ୧୦ ହଜାର ଟଙ୍କା ପଠାଇଛି। ମୋ ପୁଅ କିଛି ଜାଣିନି। ସେ ନିର୍ଦ୍ଦୋଷ। ଭାଇ ହିସାବରେ ଭଉଣୀକୁ ଯାହା ସାହାଯ୍ୟ କରିଛି, ସେ କିଛି ଜାଣିନି। ମୋ’ ପୁଅକୁ ଛାଡ଼ି ଦିଅନ୍ତୁ, ନହେଲେ ମୋ ପରିବାର ଭାସିଯିବ। ଶର୍ମିଷ୍ଠା ଦୋଷୀ ସାବ୍ୟସ୍ତ ହେଲେ ତାକୁ ଯାହା ଦଣ୍ଡ ମିଳିବା କଥା ମିଳୁ। ଝିଅ କିଛି କରିଥିବାର ପ୍ରମାଣ ମିଳିଲେ ତାକୁ ଦଣ୍ଡିତ କରାଯାଉ। ଶର୍ମିଷ୍ଠା ପୁଲିସ ପାଖରେ ସରେଣ୍ଡର କରିଯାଉ ବୋଲି ତାଙ୍କ ମାଆ କହିଛନ୍ତି।

ଫେବ୍ରୁଆରୀ ୭ ତାରିଖ ସକାଳେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ନିର୍ଦ୍ଦେଶନାରେ ପୂରା ନାଟକ ରଚାଯାଇଥିଲା। ଆଉ ଏହାକୁ କାର୍ଯ୍ୟକାରୀ କରିଥିଲେ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ। ୭ ତାରିଖ ସକାଳେ ମାନସ ଭଦ୍ରକରୁ ଫେରୁଥିବା ବେଳେ ରାସ୍ତାରୁ ତାଙ୍କୁ ମାଡ଼ ମାରି ଅପହରଣ କରାଯାଇଥିଲା। ଅପହରଣ ପରେ ମାନସଙ୍କୁ ଦୟାଲ୍‌ ଆଶ୍ରମରେ ରଖି ପ୍ରବଳ ମାଡ଼ ମରାଯାଇଥିଲା। ନିରଞ୍ଜନ ସେଠୀ ସେଠାରେ ଉପସ୍ଥିତ ରହି ମାଡ଼ ମାରିଥିଲା। ଯାହାଫଳରେ ମାନସଙ୍କ ମୃତ୍ୟୁ ଘଟିଥିଲା। ପରେ ମୃତଦେହକୁ ନୟାଗଡ଼ରେ ପୋତି ଦେଇଥିଲେ। ଏହି ଘଟଣାରେ ପୁଲିସ୍‌ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି।

ଏବେ ଏହି ଘଟଣା ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ହେଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀଙ୍କ ପତ୍ତା ପାଉନି। ସେମାନଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ କ୍ରାଇମବ୍ରାଞ୍ଚ ଟିମ୍‌ ଯାଇଛି। ମାତ୍ର ଚତୁର ଶର୍ମିଷ୍ଠା ରୂପ ବଦଳାଇ ବିଭିନ୍ନ ଅଞ୍ଚଳରେ ଘୂରି ବୁଲୁଛି। ତେଣୁ ତାକୁ କ୍ରାଇମବ୍ରାଞ୍ଚ ଧରିପାରୁନଥିବା ଆଲୋଚନା ହେଉଛି।

https://www.youtube.com/watch?v=CsFUf8hpoCU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story