ଉମରକୋଟରେ କାଳବୈଶାଖୀ; ମା’ଝିଅ ମୃତ

Ordigital Desk
  • Published: Friday, 27 April 2018
  • , Updated: 27 April 2018, 12:29 PM IST
<p>ଉମରକୋଟ(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଉମରକୋଟରେ କାଳବୈଶାଖୀର ତାଣ୍ଡବ। ଗତକାଲି କାଳବୈଶାଖୀ ପ୍ରଭାବରେ ଦୁଇଜଣଙ୍କ &nbsp;ମୃତ୍ୟୁ ହୋଇଛି। ଘର ଆଜବେଷ୍ଟସ&nbsp; ଖସି ପଡ଼ିବାରୁ ଚାପି ହୋଇ ବେନୋରା ପଞ୍ଚାୟତର କର୍ଲିପଦର ଗାଁର ମା&zwnj;ଆ ଓ ବର୍ଷକର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ଆଜି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।</p>

Related story