ଶିଶୁ କନ୍ୟା ବିକ୍ରି ଉଦ୍ୟମ ପଣ୍ଡ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲାରେ ଶିଶୁ ବିକ୍ରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି ।  ଜିଲ୍ଲାର ସଇଁନ୍ତଲା ଥାନା ଫପସି ଗାଁରେ ଏପରି ଉଦ୍ୟମ ହୋଇଥିବା ଜଣାଯାଇଛି। ଫପସି ଗାଁରେ ସରୋଜିନୀ ମହାକୁଡ ନାମ୍ନୀ ମହିଳା ଗାଁର ବାଲମତି ସୁନାଙ୍କୁ ନିଜ ନବଜାତ ଶିଶୁକନ୍ୟାକୁ  ଦେବା ଲାଗି ଉଦ୍ୟମ କରୁଥିଲେ । ଏସଂକ୍ରାନ୍ତରେ ସୂଚନା ପାଇବା ପରେ ଚାଇଲ୍ଡ ଲାଇନ ଓ ପୁଲିସ୍‌  ପହଞ୍ଚି ଶିଶୁକନ୍ୟା ଓ ମା’ଙ୍କୁ ଉଦ୍ଧାର କରିଛନ୍ତି ।  ଏହାପରେ ବଲାଙ୍ଗିର […]

baby-1..1

Niharika Rout
  • Published: Monday, 30 September 2019
  • , Updated: 30 September 2019, 08:33 AM IST

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲାରେ ଶିଶୁ ବିକ୍ରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି ।  ଜିଲ୍ଲାର ସଇଁନ୍ତଲା ଥାନା ଫପସି ଗାଁରେ ଏପରି ଉଦ୍ୟମ ହୋଇଥିବା ଜଣାଯାଇଛି।

ଫପସି ଗାଁରେ ସରୋଜିନୀ ମହାକୁଡ ନାମ୍ନୀ ମହିଳା ଗାଁର ବାଲମତି ସୁନାଙ୍କୁ ନିଜ ନବଜାତ ଶିଶୁକନ୍ୟାକୁ  ଦେବା ଲାଗି ଉଦ୍ୟମ କରୁଥିଲେ । ଏସଂକ୍ରାନ୍ତରେ ସୂଚନା ପାଇବା ପରେ ଚାଇଲ୍ଡ ଲାଇନ ଓ ପୁଲିସ୍‌  ପହଞ୍ଚି ଶିଶୁକନ୍ୟା ଓ ମା’ଙ୍କୁ ଉଦ୍ଧାର କରିଛନ୍ତି ।  ଏହାପରେ ବଲାଙ୍ଗିର ଶିଶୁ କଲ୍ୟାଣ କମିଟି ପାଖରେ ଜିମା ଦେଇଛନ୍ତି । ତଦନ୍ତ ପରେ ଶିଶ କନ୍ୟା ବିକ୍ରି ପଛର କାରଣ ଜଣାପଡ଼ିବ ବୋଲି କହିଛନ୍ତି ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ।।

Related story