କିଏ କାହିଁକି କାଳିଆଙ୍କୁ ହତ୍ୟା କଲା? ପୁଲିସ୍‌ କହୁଛି- ହତ୍ୟାକାରୀ ଚିହ୍ନଟ ହୋଇଛନ୍ତି, ଶୀଘ୍ର ଗିରଫ ହେବେ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କୁ ବୁଧବାର ଅତି ବୀଭତ୍ସ ଭାବେ ଗୁଳି କରି ହତ୍ୟା କରାଯାଇଥିଲା। ଇତି ମଧ୍ୟ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିପାରି ନାହିଁ। ସେପଟେ ପୁରୀ ଏସ୍‌ପି କନୱାର ବିଶାଳ ସିଂହ କହିଛନ୍ତି, କାଳିଆ ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ହତ୍ୟାକାଣ୍ଡରେ ସାମିଲ ଥିବା […]

Kalia

Kalia

Manoranjan Sial
  • Published: Thursday, 17 March 2022
  • Updated: 17 March 2022, 05:39 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କୁ ବୁଧବାର ଅତି ବୀଭତ୍ସ ଭାବେ ଗୁଳି କରି ହତ୍ୟା କରାଯାଇଥିଲା। ଇତି ମଧ୍ୟ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିପାରି ନାହିଁ। ସେପଟେ ପୁରୀ ଏସ୍‌ପି କନୱାର ବିଶାଳ ସିଂହ କହିଛନ୍ତି, କାଳିଆ ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅପରାଧୀଙ୍କୁ ପୁଲିସ୍‌ ଚିହ୍ନଟ କରିଛି। ବ୍ୟକ୍ତି ଗତ ଶତ୍ରୁତା, ଜମି ଜମା ମାମଲା, ଗୁନ ସିଂହାରୀ ହତ୍ୟା କାଣ୍ଡ ଘଟଣା ସହ ସମସ୍ତ ଦିଗକୁ ପୁଲିସ ଅନୁଧ୍ୟାନ କରୁଛି। ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୁରୀ ଏସ୍‌ପି ଶ୍ରୀ ସିଂହ କହିଛନ୍ତି।

ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁରୀ, ବ୍ରହ୍ମଗିରି, ସାତପଡା, କୃଷ୍ଣପ୍ରସାଦ ଅଞ୍ଚଳ, ଗଞ୍ଜାମ, ବ୍ରହ୍ମପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଅଞ୍ଚଳରେ ଛାନ୍‌ଭିନ୍‌ କରୁଛି।

ବୁଧବାର ସକାଳେ କାଳିଆ ପ୍ରତିହାରୀ ବାରବାଟୀ ଜାଗାଘର ନୃସିଂହଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଠିକ୍‌ ସେହି ସମୟରେ ତାଙ୍କ ଉପରେ ଫାୟାରିଂ ହୋଇଥିଲା। କାଳିଆ ପ୍ରତିହାରୀଙ୍କ କପାଳରେ ଗୋଟିଏ ଓ ପଞ୍ଜରାରେ ଆଉ ଦୁଇଟି ଗୁଳି ବାଜିଥିଲା। ଯାହାଫଳରେ ସେ ରକ୍ତାକ୍ତ ଅବସ୍ଥାରେ ସେଠାରେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story