ନବରଙ୍ଗପୁର ଓ ସମ୍ୱଲପୁରେ ଆଉ ଦୁଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ନବରଙ୍ଗପୁର/ସମ୍ୱଲପୁର: ଆଜି ପୁଣି ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ନବରଙ୍ଗପୁର ଓ ସମ୍ୱଲପୁର ଜିଲ୍ଲାରୁ। ମୃତ ଚାଷୀ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ପୁରୁଣାପାଣି ଗାଁର ଲବାଣ୍ୟ ସାନ୍ତା। ଲାବଣ୍ୟ ୩ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ସେ ବିଭିନ୍ନ ସ୍ଥାନରୁ ୩୦ ହଜାର ଟଙ୍କା ହାତ ଉଧାରି କରିଥିଲେ। ହେଲେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ କିଛି ଦିନ ହେବ […]

cashi

cashi

Rakesh Mallick
  • Published: Tuesday, 17 November 2015
  • Updated: 17 November 2015, 03:51 PM IST

Sports

Latest News

ନବରଙ୍ଗପୁର/ସମ୍ୱଲପୁର: ଆଜି ପୁଣି ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ନବରଙ୍ଗପୁର ଓ ସମ୍ୱଲପୁର ଜିଲ୍ଲାରୁ। ମୃତ ଚାଷୀ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ପୁରୁଣାପାଣି ଗାଁର ଲବାଣ୍ୟ ସାନ୍ତା। ଲାବଣ୍ୟ ୩ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ସେ ବିଭିନ୍ନ ସ୍ଥାନରୁ ୩୦ ହଜାର ଟଙ୍କା ହାତ ଉଧାରି କରିଥିଲେ। ହେଲେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ କିଛି ଦିନ ହେବ ସେ ଚିନ୍ତାରେ ଥିଲେ। ପରିବାର ଭରଣ ପୋଷଣ ଓ ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଗତକାଲି ବିଳମ୍ୱିତ ରାତିରେ ସେ ବିଷ ପିଇ ଦେଇଥିଲେ।

ସେହିପରି ସମ୍ୱଲପୁର ଜିଲ୍ଲା ଧକଉଡା ବ୍ଲକ୍ ଖଗତିପାଲିର ସୁଶୀଲ ପାତ୍ର ଗତକାଲି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ସୁଶୀଲ ୨ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ଗାଁର ସାହୁକାରଙ୍କ ଠାରୁ ୫୦ ହଜାର ଟଙ୍କା ହାତ ଉଧାର କରିଥିଲେ। ଫସଲ ନଷ୍ଟ ହୋଇଯିବା ଯୋଗୁଁ ଋଣ ଶୁଝିବା ଚିନ୍ତାରେ ଗତକାଲି ସେ ବିଷ ପିଇ ଦେଇଥିଲେ।

ସୂଚନାଯୋଗ୍ୟ, ଗତକାଲି ନବରଙ୍ଗପୁର ଜିଲ୍ଲା ଝରି ଗାଁ ବ୍ଲକ୍ ରମସା ଗାଁର ଚାଷୀ ଦଶରୁ ଗୌଡ ଏବଂ କଳାହାଣ୍ଡି ଜିଲ୍ଳା ନର୍ଲା ପୁଜିପଦର ଗାଁର ଚାଷୀ ସୋମନାଥ ମାଝି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story