‘ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କର, ନହେଲେ ପ୍ରଜାକୋର୍ଟରେ ଦଣ୍ଡ ଦେବୁ’

ଉମରକୋଟ୍‌(କାର୍ତ୍ତିକ ମଲ୍ଲିକ): ଡାକ୍ତର ଓ ଡାକ୍ତରଖାନାର କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ନହେଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ। ଆଜି ଏପରି ଚେତାବନୀ ଦେଇ ପୋଷ୍ଟର ଓ ବ୍ୟାନର ମାରିଛନ୍ତି ନକ୍ସଲ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚରୁ ଆସିଛି ଏପରି ଅଭିଯୋଗ। ପୁଲିସ ବ୍ୟାନର ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହାଟଭରଣ୍ଡିରେ ସରକାରୀ ଡାକ୍ତରଖାନା। ଏଠାରେ କାର୍ଯ୍ୟରତ ଡାକ୍ତର ସତ୍ୟ ରଞ୍ଜନ ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନକ୍ସଲ। ଡାକ୍ତରଙ୍କ ନିର୍ଦ୍ଦେଶରେ […]

Doctor

Doctor

Manoranjan Sial
  • Published: Thursday, 24 March 2022
  • Updated: 24 March 2022, 09:21 PM IST

Sports

Latest News

ଉମରକୋଟ୍‌(କାର୍ତ୍ତିକ ମଲ୍ଲିକ): ଡାକ୍ତର ଓ ଡାକ୍ତରଖାନାର କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ନହେଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ। ଆଜି ଏପରି ଚେତାବନୀ ଦେଇ ପୋଷ୍ଟର ଓ ବ୍ୟାନର ମାରିଛନ୍ତି ନକ୍ସଲ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚରୁ ଆସିଛି ଏପରି ଅଭିଯୋଗ। ପୁଲିସ ବ୍ୟାନର ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ହାଟଭରଣ୍ଡିରେ ସରକାରୀ ଡାକ୍ତରଖାନା। ଏଠାରେ କାର୍ଯ୍ୟରତ ଡାକ୍ତର ସତ୍ୟ ରଞ୍ଜନ ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନକ୍ସଲ। ଡାକ୍ତରଙ୍କ ନିର୍ଦ୍ଦେଶରେ କୁଆଡେ କିରାଣୀ ଗୋବିନ୍ଦ ସରକାର ଲୋକଙ୍କୁ ଶୋଷଣ କରୁଛନ୍ତି। ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଁ ୫୦୦ରୁ ୧୦୦୦ ଟଙ୍କା ଲେଖାଏଁ ଲାଞ୍ଚ ନେଉଥିବା ନକ୍ସଲମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ସୀତାନଦୀ ଏରିଆ କମିଟି ପକ୍ଷରୁ ଏପରି ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ଏମାନଙ୍କ ବିରୋଧରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପ୍ରଜା କୋର୍ଟରେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଲେଖାଯାଇଛି। ହାଟଭରଣ୍ଡି ଓ କୁନ୍ଦେଇ ଅଞ୍ଚଳରେ ଏହି ପୋଷ୍ଟର ଏବଂ ବ୍ୟାନର ଗୁଡ଼ିକ ଲାଗିଥିବା ଦେଖିବାକୁ ମିଳିଛି।

ନକ୍ସଲଙ୍କ ପୋଷ୍ଟର ଓ ବ୍ୟାନର ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଲୋକମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ସେପଟେ ଖବର ପାଇ କୁନ୍ଦେଇ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟର ଓ ବ୍ୟାନର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଏହି ପୋଷ୍ଟର ନକ୍ସଲମାନେ ମାରିଛନ୍ତି, ନା ଅନ୍ୟ କେହି ଭୟଭୀତ କରିବା ପାଇଁ ଏପରି କରିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story