ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଝାରଖଣ୍ଡର ସୋନୁଆ ଥାନା ଉଡ଼ନିଆ ଘାଟିରେ ନକ୍ସଲମାନେ ଦୁଇଜଣ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକମାନେ ହେଲେ ମୁଣ୍ଡା ଡାଙ୍ଗୋ ଓ ବାଗୁନ ବୋଦ୍ରା। ସେମାନେ ମାଇଲପିଡ଼ି ଗାଁର ବୋଲି ଜଣାପଡ଼ିଛି। ସୋନୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଜଣାପଡ଼ି ନାହିଁ।

naxals-1

Manoranjan Sial
  • Published: Wednesday, 24 July 2019
  • , Updated: 24 July 2019, 05:39 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଝାରଖଣ୍ଡର ସୋନୁଆ ଥାନା ଉଡ଼ନିଆ ଘାଟିରେ ନକ୍ସଲମାନେ ଦୁଇଜଣ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକମାନେ ହେଲେ ମୁଣ୍ଡା ଡାଙ୍ଗୋ ଓ ବାଗୁନ ବୋଦ୍ରା। ସେମାନେ ମାଇଲପିଡ଼ି ଗାଁର ବୋଲି ଜଣାପଡ଼ିଛି।

ସୋନୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଜଣାପଡ଼ି ନାହିଁ।

Related story