ଆସନ୍ତା ନୂଆବର୍ଷରୁ ରାଜ୍ୟରେ ହୋଇ ନ ପାରେ ବିଜୁଳି କାଟ୍

ଭୁବନେଶ୍ୱର: ଆସନ୍ତା ନୂଆବର୍ଷରୁ ରାଜ୍ୟରେ ହୋଇ ନ ପାରେ ବିଜୁଳି କାଟ୍। ବିଭିନ୍ନ ଜଳ ଭଣ୍ଡାରର ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେଇପାରନ୍ତି। ଆସନ୍ତା ୨ ସପ୍ତାହ ମଧ୍ୟରେ ଏ ନେଇ ଶକ୍ତି ବିଭାଗ ଏକ ଉଚ୍ଚସ୍ତରୀୟ ବୈଠକ ଡ଼ାକିବ। ବୈଠକରେ ରାଜ୍ୟ ଜଳ ଭଣ୍ଡାରରେ ଜଳର ସ୍ଥିତିକୁ ନେଇ ସମୀକ୍ଷା କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।

Pranab-Prakash

Rakesh Mallick
  • Published: Thursday, 31 December 2015
  • , Updated: 31 December 2015, 05:45 AM IST

Related story