‘ରଥ ଆଶା ସଂପୂର୍ଣ୍ଣ ଛାଡ଼ି ଦେଇଛୁ’

ପୁରୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଥ ନିର୍ମାଣ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ି ଥିବା ସୂଚନା ଆସିଥିବା ବେଳେ ଏ ବର୍ଷ ରଥଯାତ୍ରା ଆଶା ସଂପୂର୍ଣ୍ଣ ଛାଡ଼ି ଦେଇଛୁ ବୋଲି କହିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର। ସେ କହିଛନ୍ତି, ଏ ବର୍ଷ ରଥ ନେଇ ସଂପୂର୍ଣ୍ଣ ଭାବେ ଆଶା ଛାଡ଼ି ଦେଉଛୁ। ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାମ ଆରମ୍ଭ ହେବା କଥା। ଆଜିକୁ ମିଶାଇ ଏଯାଏ […]

bijyamohapatra

bijyamohapatra

Jitendra Garnayak
  • Published: Wednesday, 06 May 2020
  • Updated: 06 May 2020, 02:03 PM IST

Sports

Latest News

ପୁରୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଥ ନିର୍ମାଣ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ି ଥିବା ସୂଚନା ଆସିଥିବା ବେଳେ ଏ ବର୍ଷ ରଥଯାତ୍ରା ଆଶା ସଂପୂର୍ଣ୍ଣ ଛାଡ଼ି ଦେଇଛୁ ବୋଲି କହିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର।

ସେ କହିଛନ୍ତି, ଏ ବର୍ଷ ରଥ ନେଇ ସଂପୂର୍ଣ୍ଣ ଭାବେ ଆଶା ଛାଡ଼ି ଦେଉଛୁ। ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାମ ଆରମ୍ଭ ହେବା କଥା। ଆଜିକୁ ମିଶାଇ ଏଯାଏ ୧୧ ଦିନ ଚାଲି ଗଲାଣି। ଆଜି ନୃସିଂହ ଚତୁର୍ଦ୍ଦଶୀ। ରଥର କୋଣଗୁଜ ଅନୁକୂଳ ହେବା କଥା। ସେହିଭଳି ଭଉଁରୀରେ ଚକ ଡେରା ହେବା କଥା। କିନ୍ତୁ ଏସବୁ ହୋଇପାରିବ ନାହିଁ। ବିଧିବିଧାନ ଅନୁସାରେ ଆଉ କାମ ହୋଇପାରିବ ନାହିଁ। ତେଣୁ ଏ ବର୍ଷ ବୋଧେ ଆଉ ରଥ ହୋଇପାରିବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର। ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ସହ ଖେଳ ଚାଲିଛି। ଏହା ସଂପୂର୍ଣ୍ଣ ଡ୍ରାମା। ଲୁଚକାଳି ଖେଳ ଚାଲିଛି। ଜାଣିଶୁଣି, ଜବରଦସ୍ତି ରଥଯାତ୍ରା ବନ୍ଦ କରିବା ଠିକ୍ ନୁହେଁ। ରଥଯାତ୍ରା ଆଉ ହେଲା ଭଳି ଲାଗୁନି। ରଥ ବନ୍ଦ ହୋଇଗଲେ, ଯେଉଁମାନେ ଖଳନାୟକ ସେମାନେ ସାମ୍ନାକୁ ଆସିବେ।

ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରଥ ନିଷ୍ପତ୍ତି ରାଜ୍ୟ ସରକାରଙ୍କର। ଏଥିରେ କେନ୍ଦ୍ରର ବିଶେଷ ଭୂମିକା ନାହିଁ। ନିଷ୍ପତ୍ତି ନେବା ପରେ କେନ୍ଦ୍ର ପାଖରୁ ସାହାଯ୍ୟ ଲୋଡ଼ିପାରନ୍ତି। ଦୈନିକ ଦଶଥର କେନ୍ଦ୍ର ସହ ଭିଡିଓ କନଫରେନସିଂ କରୁଛନ୍ତି। ଏକଥା ବି କହିପାରନ୍ତେ, ଚିଠି ଲେଖିବାର କ’ଣ ଆବଶ୍ୟକତା ରହିଛି। ଶୀଘ୍ର ସ୍ପଷ୍ଟ ନିଷ୍ପତ୍ତି ହେବା ଦରକାର, ଲୁଚେଇବା ଦରକାର ନାହିଁ। ବିଳମ୍ବ ହେଲେ ନୀତିକାନ୍ତିରେ ବିଭ୍ରାଟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story