ସରକାରୀ ଅଫିସରେ ନୂଆବର୍ଷ ପାଳନ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ-୧୯ର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ କଟକଣା ଜାରି କରିଛନ୍ତି । ସରକାରୀ ଅଫିସ ପରିସରରେ ଫୁଲତୋଡ଼ା ଦେବା, ଏକଜୁଟ ହୋଇ ଅଭିନନ୍ଦନ ଜଣାଇବା ଆଦି କାର୍ଯ୍ୟ ନକରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, କୋଭିଡ-୧୯ର ନୂଆ ଭାରିଏଣ୍ଟର ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାରୁ ସାଧାରଣ […]

Office

Office

Ordigital Desk
  • Published: Friday, 31 December 2021
  • Updated: 31 December 2021, 09:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ-୧୯ର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ କଟକଣା ଜାରି କରିଛନ୍ତି । ସରକାରୀ ଅଫିସ ପରିସରରେ ଫୁଲତୋଡ଼ା ଦେବା, ଏକଜୁଟ ହୋଇ ଅଭିନନ୍ଦନ ଜଣାଇବା ଆଦି କାର୍ଯ୍ୟ ନକରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି ହୋଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, କୋଭିଡ-୧୯ର ନୂଆ ଭାରିଏଣ୍ଟର ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ପ୍ରତିଷେଧକ ପଦକ୍ଷେପ ନେଇଛନ୍ତି । ସମସ୍ତ ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି । ସରକାରୀ ଅଫିସରେ କର୍ମଚାରୀମାନେ ନିଜର ସହଯୋଗୀ ଓ ବରିଷ୍ଠ ଅଧିକାରୀଙ୍କୁ ଭର୍ଚୁଆଲ ମୋଡରେ ନୂଆବର୍ଷ ଅଭିନନ୍ଦନ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଜାନୁୟାରୀ ପହିଲାରେ ସରକାରୀ ଅଫିସଗୁଡ଼ିକରେ କୌଣସି ପ୍ରକାରର ଭିଡ଼ ଜମାଇବା, ଫୁଲ ତୋଡ଼ା ଦେଇ ଅଭିନନ୍ଦନ ଜଣାଇବା, ଏକଜୁଟ ହେବା ଆଦି କାର୍ଯ୍ୟରୁ ସମ୍ପୂର୍ଣ୍ଣ ଭାବେ ବିରତ ରହିବାକୁ ପରାମର୍ଶ ଦିଆଯାଇଛି । ସବୁ ସମୟରେ ସାମାଜିକ ଦୂରତ୍ୱ ପାଳନ ନିମନ୍ତେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି ।

ଏହି ନିର୍ଦ୍ଦେଶନାମା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟ ସମେତ ସବୁ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ ଦପ୍ତର, ଆରଡିସି ଓ ଜିଲ୍ଲାପାଳମାନଙ୍କ ନିମନ୍ତେ ଜାରି ହୋଇଛି । ଫଳରେ ବ୍ଲକସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କୌଣସି ସରକାରୀ ଅଫିସରେ ନୂଆବର୍ଷ ପାଳନ ହୋଇପାରିବ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story